About Us

ଆମ ବିଷୟରେ

ମାନବ ମସ୍ତିଷ୍କକୁ ସୁସ୍ଥ ଚେତନା ଯୋଗାଇ ଆସୁଥିବା ଶକ୍ତି ହିଁ ସାହିତ୍ୟ । ବିଭିନ୍ନ କ୍ଷେତ୍ରରେ, ବହୁ ପରିସ୍ଥିତି, ପରିବର୍ତ୍ତନରେ ସର୍ବଦା ସାହିତ୍ୟ ମାନବର ଚେତନାଶକ୍ତିକୁ ଉନ୍ନତରୁ ଉନ୍ନତ ଗଢିବାରେ ସହାୟ ହୋଇଥାଏ । ଇତିହାସ, ସଂସ୍କୃତି, ଭାଷା, ପର୍ବ-ପରମ୍ପରା ଇତ୍ୟାଦିର ମହାନ ଗୁଣ ଗାନକରି ସାହିତ୍ୟ ପ୍ରତିମୁହୂର୍ତ୍ତରେ ଶିକ୍ଷାଦେଇ ଚାଲିଥାଏ ।  ସମାଜରେ ସାହିତ୍ୟ କୁମ୍ଭକାର ଯେହ୍ନେ ଖୁବ ଯତ୍ନରେ ବିଭିନ୍ନ ରୂପରେ ମଣିଷକୁ ମହାତ୍ମା ରୂପେ ଗଢି ତୋଳେ । ସାହିତ୍ୟ ବିନା ସମଗ୍ର ମାନବ ସମାଜ ପଙ୍ଗୁ ସଦୃଶ୍ୟ । ହୃଦୟଙ୍ଗମ କରିପାରୁଥିବା ଅଭାବକୁ ଭାବ ଦେବା ହିଁ ସାହିତ୍ୟ.... ଜୀବନର ନିର୍ଜୀବପଣିଆକୁ ସଜୀବର କୃତ୍ତି ପ୍ରଦାନ କରୁଥିବା ଶକ୍ତି ହିଁ ସାହିତ୍ୟ ।

ବର୍ତ୍ତମାନ ଆମ୍ଭେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସନ୍ତାନ ବା ବିଜ୍ଞାନ ମାନବ ଭାବରେ ପରିଚିତ । ଏଣୁ ୱେବ୍ସାଇଟ, ଡିଜିଟାଲ ମାଧ୍ୟମ ଦ୍ୱାରା ସାହିତ୍ୟ ସମ୍ବନ୍ଧିତ ବିଭିନ୍ନ ପତ୍ର ପତ୍ରିକା ପ୍ରସ୍ତୁତ କରି ଓଡ଼ିଆ ମାତୃଭାଷାର ପ୍ରଚାର, ପ୍ରସାର ଓ ଉନ୍ନତି ସୃଷ୍ଟି ସମ୍ଭାର ପରିବାରର ମୂଳ ଉଦ୍ଦେଶ୍ୟ । ଆମ ପରିବାର ର ୱେବସାଇଟ https://www.srushtisambhar.in/ ମାଧ୍ୟମରେ କ୍ଳାନ୍ତ ମାନଙ୍କୁ ଆନନ୍ଦଦାୟୀ କରିବା ନିମିତ୍ତ ଆପଣମାନଙ୍କ ମନ ମୁତବକ  ଲେଖା, ପତ୍ର-ପତ୍ରିକା ଓ ଡିଜିଟାଲ ପୁସ୍ତକ ଭେଟି ଦେବାର ପ୍ରୟାସ ରେ ନିର୍ମିତ । 

About Us

Srushtisambhar is an Odia Literary organization and web portal

If you have any query regrading Site, Advertisement and any other issue, please feel free to contact at srushtisambhar@gmail.com

Post a Comment

0 Comments