ନାରୀ - ପିତାମ୍ବର ଗଉଡ

ଭାରତୀୟ ନାରୀଙ୍କୁ କୋଟି ପ୍ରଣାମ
ଆଜି ଭଳି ପବିତ୍ର ଦିବସେ
ପୁରୁଷ ପରି ସବୁଠି ଦେଖାଇଛ ବୀରତ୍ୱ
ରଖି ନିଜ ସମ୍ମାନ ।
ଘର କୋଣରୁ ବାହାରି ସମାଜରେ ହୋଇଛ ପ୍ରତିଷ୍ଠିତ
ଭୂସ୍ବର୍ଗ ରୁ ଆକାଶମାର୍ଗ ସବୁଠି ତୁମରି ସଫଳତା ର ଚିହ୍ନ
ନାରୀ ପାଇଁ ଆଜି ପରିବାର ସଂସ୍କାର
ନାରୀପାଇଁ ସଭିଏଁ ଛୋଟରୁ ବଡ
ନାରୀ ସୃଷ୍ଟି କରେ ସଂସାର
ସେହି ନାରୀଙ୍କୁ ଯଥା ମାନ୍ୟ ।

ଅସୁରଗଡ଼, ନର୍ଲା, କଳାହାଣ୍ଡି

ମୋ: ୯୩୩୭୨୧୪୮୪୧

Post a Comment

0 Comments