ସଂଜୀବନୀ ସୁରାରୁ
ଗୋଟେ ପେକ ମାରିଦେବା ପରେ
ଜୀବନ ଯୌବନୀତ ହୁଏ ll
ମଶାରୀ ଆଉ ଡିବିରି ଭିତର ଆଲୁଅ
ମଶା ଆଉ କିରୋସିନି
ମାଆ ହୀନ ଛୁଆଁର ବାଲ୍ୟ ବିବାହ
କଣ ଗୋଟେ ପ୍ରଶ୍ନ ନୁହେଁକି ll
ମାଆ କଣ ଯେ
ଜୀବନର ପୁଙ୍ଗୁଳା ବାଟରୁ
ସେ ଠିକ ବୁଝିଥିଲା
ମାତୃତ୍ୱର ଶେଷ ସନ୍ଧାନରେ ଶ୍ମାଶନ
ଝିଅ ରୁ ମା
ମା ରୁ ଝିଅ
ଠିକ ଏବେ
ଅଚାନକ ଭେଟ ହେଇଥିଲା
ସମ୍ପର୍କ ସୁଧୁରି ଯିବା ପରେ ପରେ ll
ଅ - ପତ୍ରିକା




1 Comments
Heart touching dada🙏🙏🙏
ReplyDelete