କନ୍ୟା ହୋଇ ଜନ୍ମ ହେଲୁ ତୁ
ଛାଲିଯାଉ ବହୁ ହୋଇ ।।
ଟିକିଲି ନେଇ ସଜାଇ ହଉ ତୁ
ସିନ୍ଦୁର କୁ ନଉ ଆପଣାଇ ।।
ଓଢଣା ଉଡେଇ ବୁଲୁ କେବେ ତୁ
କେବେ ଓଢଣିରେ ମୁହଁ ଢାଙ୍କୁ।।
ଝୀଅ ହୋଇ ସ୍ନେହ ଶ୍ରଦ୍ଧା ପାଉ କେବେ
କେବେ ମାଁ ହୋଇ ମମତା ବାଣ୍ଟୁ ।।
ଏଥୀ ପାଇଁତ ସାରା ବିଶ୍ବ
ତୋ ବଲିଦିନ ଆଗରେ ରୁଣୀ ରହିଛି।
ମୁଁ ସମସ୍ତ ନାରୀ କୁ ପ୍ରଣାମ କରୁଛି l
ନାରୀ ତୁ ମହାନ ଏହା ମୁଁ ନୁହେଁ
ସାରା ବିଶ୍ବ କହୁଛି।।
ଜୁନାଗଡ, କଳାହାଣ୍ଡି
ମୋ. 9692383427




0 Comments