ନାଶି ଦିଅ ମାଁ କୋରନା ଭୂତାଣୁ - ଜଗବନ୍ଧୁ ସାହୁ


ଯୋଗନିଦ୍ରା ତେଜି  ଜାଗ ମାହେଶ୍ବରୀ
         ନାଶି ଦିଅ କୋରନାକୁ
ଉଦ୍ଧାର କର ମା  କୋରନା କବଳୁ
          ତୁମରି ଏ ସଂସାରକୁ । 

ସଂସାର ତୁମର        ଶ୍ମାଶନ ସାଜିଛି
        କୋରନା କବଳେ ପଡି
କୌଣସି ପ୍ରକାରେ    ଯାଉ ନାହିଁ ସିଏ
        ଧରା ଧାମକୁ ଯେ ଛାଡି । 

ତୁମେ ନ ରଖିଲେ     ତୁମ ସଂସାରକୁ
         କ୍ଷଣକରେ ନେବ ଗ୍ରାସି
ଅବତରୀ ଆସ   ଉମା ଯୋଗେଶ୍ବରୀ
          କୋରନାକୁ ଦିଅ ନାଶି । 

 ଜଗବନ୍ଧୁ ସାହୁ
ଗ୍ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments