ଆସ ସଭେ ମିଶି ଗଛ ଜଗାମା -ପ୍ରମୋଦ କୁମାର ସାହୁ




ପାଏନ୍ ପବନ୍ ଲାଗି କେତେ ଗଛ୍ ଖୁଟ୍
ଧର୍ ତି ବି ହେଲା ନ ଚିରି 
ଚାରି ଆଡେ଼ ସବୁ କାଟ୍ ଲେ ନ ଜଙ୍ଗଲ୍
ପାଏନ୍ ବର୍ ଷିବା କେନ୍ତା କରି ।।

ମନ୍ ଭିତ୍ ରେ ଟିକେ ବିଚାର୍ କରି 
ଗଛ୍ ଜଗାବାର୍ କର୍ ମା ମୁଲ୍
ଫଲ୍ ଫୁଲ୍ ବାସ୍ ଚହଟି ଯିବା 
ସଂସାର ବି ବନେ ଦିସ୍ ବା ଉଜୁଲ୍ ।।

ରୋଡ୍ ତରା ହଉ କି ଖେତ୍ ଖଲାନେ
ଘର୍ ବାଏର୍ ଆଡ଼େ ଲଗେଇ ଚାରା 
ନାଚି ଉଠ୍ ବେ ଗଛ୍ ଲତା ସବୁ 
ଜନା ନାଇଁ ପଡେ ଖରା ତରା ।।

ଜଙ୍ଗ୍ ଲେ ପାଏସୁ ସବୁ ଉଷୋ କଷା 
ଜଙ୍ଗ୍ ଲେ ପାଏସୁ ନାନା ଦରବ୍
ଜଙ୍ଗଲ୍ ହସ୍ ଲେ ସଂସାର୍ ହସ୍ ବା
ଗଛ୍ ଲଗେଇ କର୍ ମା ଗରବ୍ ।।
 
ସମିଆ ନାଇଁ ନ ଜାଉଛେ ଚାଲି 
ଗଛ୍ ଲଗା ବା କେ ନାଇଁ କର ଡେରି 
ସଜାଗ୍ ନାଇଁ ହେଲେ ପୁର୍ ଥି ଜାକ
ପଏର୍ଛା ନାଶ୍ ହେବେ ଜୀବଜନ୍ତୁ ନର୍ ନାରୀ  ।।

ଆସ ସଭେ ମିଳି ମିଶି ଗଛ୍ ଜଗାମା 
ଦଦା ବୁହେନ୍ ବବା ବଡି କକା କାକି 
ଆଏଜ ନୁ ସଭେ ଶପଥ୍ ନେମା ଆମେ
ଧର୍ ତି ମାଁ କେ ରଖି ସାକ୍ଷୀ  ।।


        ପ୍ରମୋଦ କୁମାର ସାହୁ
କଣ୍ଡରେଇ, କର୍ଲାମୁଣ୍ଡା, କଳାହାଣ୍ଡି, ମୋ-୬୩୭୯୦୮୧୫୧୬

Post a Comment

0 Comments