ଭାରତ ମାତା - ଅନନ୍ୟା ମିଶ୍ର




ଭାରତ ମାତାର ସନ୍ତାନ ଆମେରେ
ଆମେ  ଯେ ଭାରତୀୟ,
କାଶ୍ମୀର ଠାରୁ କୁମାରିକା ଯାଏଁ
ଏଇ ଆମ ପରିଚୟ । (1)

ବାପୁଜୀଙ୍କ ଏଇ ସ୍ବପ୍ନ ଭାରତ 
ମହାନତା ଆଜି ଘୋଷେ ଜଗତ,
ଏହି ଦିନରେ ନେବା ଶପଥ
ସମ୍ମାନ ଦେବା ତ୍ରିରଙ୍ଗା ନେତ । (2)

ଧନ୍ୟହେବ ଭାରତ ମାଆ
ଆମେ ଯେ ତାର ରଖିଲେ ନାଆ,
ସତ୍ୟ ହିଂସା ପଥ ନେଇ
ରଖିବା ତାକୁ ଜୀବନ ଦେଈ ।(3)


ଫାସି, ଗଞ୍ଜାମ, 
ଦଶମ ଶ୍ରେଣୀ ଛାତ୍ରୀ
ମୋ: 83420 20160

Post a Comment

0 Comments