ଇ ବିଷୟ ଟା ୧୯୫୮ ମସିହାର ଟା
ଉଦୟ ପୁର ଗୁଟେ ଛୋଟ ଗାଁ ହେନ ସାରଙ୍ଗ ବଲି ଗୁଟେ ଜମିଦାର ଥିଲେ !
ସେ ବହୁତ ଧନୀ ଆର ଗର୍ବିଆ ଥିଲେ ,,
ସେ କାହାରିର କଥା କେ ନେଇଁ ସୁନୁ ଥାଇ ,,
ତାକର ହିସାବେ ଗାଁ ଚାଲୁଥିଲା !
ଧିରେ ଧିରେ ଲୁକେ ତାକର କଥା ଆର ନେଇଁ ମାନଲେ ,,
ଗୁଟେ ଦୁର୍ଘଟଣା ଥି ତାକର ପରିବାରର ସଭେ ମରିଗଲେ !
ସାରଙ୍ଗ ଆଜ୍ଞା ଝନେ ବଂଚିଲେ ସେ କନ୍ତରିଆ ଦିଆ, ଲାଗ ଦିଆ, ଆର ଜମି ବାଡ଼ି କେ ଗହନା ଗୁଟା ଥି ଧନୀ ହେଇଥିଲେ !
ତାକର ଘର ର ଲଷ୍ମୀ ସବିତା ଥିଲେ ସାରଙ୍ଗ ର ସିଆନି ସେ ଚାଲିଗଲା କେ ଲଷ୍ମୀ ବି ଆର ଧରା ନେଇଁ ଦେଲା !
ସାରଙ୍ଗ ବୁଢା ସମିଆଁ ବି ସରି ସରି ଆସଲା ନ ମଦ , ଜୁଆ , ଥି ସାରଙ୍ଗ ବୁଢା ସବୁ ହାରି ଗଲେ ! ଖାଲି ଘର ଟିକେ ଆର ଗାଈ ଦାମୁର କେତେ ବଞ୍ଚଲେ !
ନିଜେ ନିଜେ ସବୁ ଖରାପ ଜିନିଷ କେ ନିଜର ସାଙ୍ଗ ବନାଳେ !
ସବୁ ଖେଂଚ ,ପେଂଚୁଆ ଲୁକେ ତାକର ପଛୁଆଲ ହେଲେ !
ସବୁ ବନେ ବନେ ଲୁକେ ତାକର ନୁ ଖସରି ବସଲେ ଆର ଆଘର ଭଳିଆ ନେଇଁ ନ ଗାଁ ବି ! ସବୁ ଲଟପତିଆ କାମ କବାର ଥିନ୍ ସାରଙ୍ଗ ବୁଢା ଧିଆନ ଦେଲେ !
ନିଜର ଆର ପାଞ୍ଚ ପାଲି ଥି ସବୁ ହାରି ଦେଲ ! ମୁନୁଷ ଜୀବନ ସଂସାରେ ସାର ହେଲେ କାଁ କରମା ଭଲ ବୁଦ୍ଧି ଆର ବନେ ବାଟ କେ ଛାଡି କରି ଅନିଏ ଅତାଚାର କେ ଜିଏ ଆବରି ବସବା ତାର ସବୁ ଦିନେ ନି ଦିନେ ଖାର ହେଇ ଯିବା ଇ କଥା ସଭେ ଜାନିଛୁ ସଭେ ଶୁନିଛୁ ହେଲେ କିହେ ବି ନିଜର ମନ ର ଘୁଡା କେ ଥାବେ ନେଇଁ ରଖିପାର ବାର !
ସାରଙ୍ଗ ବୁଢା ସବୁ ଧନ ସମ୍ପତ୍ତି ହାରି କରି ସୁଖା ଖଡ଼ ଖଡ଼ ହେଇ ଗାଁ ର ଗୁଡିର ବାଟେନେ ବସିଥାନ୍ !
ହେଁନୁ ଗୁଟେ ମହାରାଜ ଯୋଗି ସିଦ୍ଧ ପୁରୁଷ ବାବା ବିଷ୍ଣୁ ଗାଁ କେ ପ୍ରବଚନ ଲାଗି ଆସିଥାନ ,, ଦେଖଲେ ସବୁ ଜାନି ପାରଲେ ,,ସାରଙ୍ଗ ବୁଢ଼ାର କଥା କେ ସୁନଲେ ଆର କହେଲେ କି ତୁମର୍ ଧନ ସମ୍ପତ୍ତି ସିନା ହାରି ଛ ହେଲେ ତୁମର୍ ପିଣ୍ଡ ରେ ଜୀବନ ଥିଲା ପତେ ଇ ଥିନେ ସ୍ୱଙ୍ଗ ଭଗବାନ ବାସ କରସନ ତମେ ସବୁ ଆଘର କଥା କେ ପାସରି ଏଛେନ୍ ବି ଯଦର୍ବୀ ଭକ୍ତିର ବାଟ ଧରବ ତୁମର୍ ସବୁ ଫେର ଥରେ ପାଏବ!
ସାରଙ୍ଗ ବୁଢା ସବୁ ଗୁଟା ଗୁଟା ବୁଝଲେ , ନିଜର ମନ କେ ବଜର କଲେ !
ହେଁନୁ ନିଜର ସବୁ ହାରି ଗଲା ପରେ ବି କେନ୍ତଇ ଫେର ଥରେ ମୁନୁଷ ପନ କେ ଆବରି ସଂସାରେ ବଞ୍ଚିବାର ଗୁଟେ ନୁଆଁ ଆର ସହଜିଆ ବାଟ ବାବା ବିଷ୍ଣୁନୁ ଶିଖଲେ !
ନିଜେ ଗାଁ ନେ ଗୁଟେ ଅନାଥ ଆଶ୍ରମ ଖୁଲଲେ ,, ଆଏଜ ନୁ ସାରଙ୍ଗ ଆଜ୍ଞା ଭିକ୍ଷା ବୃତ୍ତି କରି ସବୁ ଠାନର ପିଲା ଛୁଆ କେ ପାଲି ପୁସି କରି ବନେ ମୁନୁଷ ତିଆରି କରଖାନା ଖୁଳିଛନ !
ସବୁ ହାରି ଗଲା ପରେ ବି ଝନେ ଏନ୍ତା କରି ଦେଶ ଦୁନିଆଁର ଲାଗି ଗୁଟେ ଉଦାହରଣ ହେଇଛନ ! ଏଛେନ୍ ତାର ନାଁ ବଦଳି କରି ବାଲ ସୁଧାର କେନ୍ଦ୍ର ନାଁ ରେ ସେହି ଅନୁଷ୍ଠାନ କେ ସରକାରର ନୀତି ନିୟମ ଥିନ୍ NGO ମାନେ ଚଲୁଉଛନ୍ !
ଇ ବିଷୟ ଗୁଟେ ନୁଆଁ ରାସ୍ତା ନୁଆଁ ଜୀବନ ର ସାକ୍ଷୀ ଆଏ !
ସବୁକିଛି ହାରି ଗଲା ପରେ ବି କେହି ହାର ନେଇଁ ମାନବାର କଥା !
ଇହାଦେ ସାରଙ୍ଗ ବୁଢା ନେଇଁ ନ କି ତାକର ଘର ଦୁଆର ଧନ ଦରବ ନେଇଁ ନ !
ହେଲେ ତାକର ବୁଦ୍ଧି ଗିଆନ ଆର ତାକର ମହାନ କାମ ଲାଗି ,,ଉଦୟ ପୁର କେ ସରକାର ସାରଙ୍ଗ ପୁର ବଲି ଗୁଟେ ଆଦର୍ଶ ଗାଁ ହିସାବେ ସବୁ ସାହେଜ ସହଯୋଗ ଯୁଗେଇ ଦେଉଛନ !
ଇହାଦେ ସଭେ ପସତେଇ ହେଉଛନ୍ ସାରଙ୍ଗ ବୁଢ଼ାର ଗୁନ୍ ଚଲନ୍ ଆର ଦୂର ଦୃଷ୍ଟି କେ
ଜିଇଁ ଥିଲା ବେଲେ ଯେତେ ମାନ ସନମାନ ନି ପାଇ ଯେ ଦେଖ ମରିଗଲା କେ କେତେ ଆଦର ସନମାନ ମିଳୁଛେ !
ମୁଇଁ ବି ହେନର ଝନେ, ମୁଇଁ କେତନି କେତେ ପସତେଇ ହେଉଛାଁ ଇ ସବୁ କେ ଦେଖି କରି ,
ମୁନୁଷ ଜିବନ ଥି ଆର କାଁଟା ଅଛେ,ସଭେ ତ ଦୁଇ ଦୁନିଆଁ କୁନୁଆଁ ସବୁ କେ ହେତୁ କରି ଭାବର ଡୁରେ ବାନ୍ଧିହେଇ ଆଗକେ ପାହାଁ ଫିକମା !
ଜିବନ ଥିନ୍ କିଛି ଗୁଟେକ୍ ମହତ କାଁମେ ମନଦେଇ ମୁନୁଷ ଜିବନର ମରମ କେ ଜିଇଁ ଥାଉଁ ଥାଉଁ ବୁଝମା !
ଲେଖକ -ଆଶୁତୋଷ ଠାକୁର,ମଣ୍ଡଲ,,
ବଲାଙ୍ଗିର, ମୋବା-୯୯୩୭୯୩୩୧୧୪,,
ପିନ୍-୭୬୭୦୨୬,,




0 Comments