ଭୋଟ୍ ପାଏବାର୍ ଲାଗି ତମେ
କହସ କେତେ ମିଛ,
କାମ୍ ସରଲେ ଜନା ପଡ଼ଶୀ
ସେଟା ଥିଲା ତୁମର୍ ଭୁବିଶ୍।
ଉପର୍ ଚିକନ୍ ଭିତର୍ ମଏଲା
କର୍ଷନ୍ କେତେ ଭୁବିଶ୍,
ଲୁକାଲେ ଘଲେ ନାଇଁ ଲୁକେ
ତୁମର୍ ଅସଲ୍ ଛବି।
କେନ୍ ଦଦା କେନ୍ ବଡୁ
ସମକୁ ନିଜର୍ କହସି,
କାମ୍ ସରଲେ ନେଇ ଚିନ୍ହଲା ଲେଖେନ୍
କରସନ୍ ସତେ ଭୁବିଶ୍।
ଉପରୁ ତଲ୍ ତୁମର୍ ମନଟା
ଗଢ଼ା ଆଏ ଭୁବିଶ୍ ଥିନ୍,
ଠକି ଭଣି କରି ପାହାଁ ବଢ଼ାସ
ରଖି କରି କେତେ ବିଚାର ହୀନ୍।
ସୁରଭି ସାହୁ,ନୂଆପଡ଼ା,
ଉଦ୍ୟାନବନ୍ଧ




0 Comments