ଗୌତମ ବୁଦ୍ଧ - ନନ୍ଦିନୀ ରାଉତ


ରାଜା ଶୁଦ୍ଧୋଦନ କୁମର

    ମାତା ଯା, ମାୟାବତୀ

ଶାକ୍ୟ ମୁନି ନାମେ ପ୍ରସିଦ୍ଧ

    ହେଲେ ଯେ ମହାଯତୀ।1।


ସୁଖ ସମ୍ପଦ କୁ ଆଡେଇ

    ସନ୍ନ୍ଯାସ କୁ ବରିଲେ

ଜୀବନେ ଅହିଂସା ବ୍ରତ କୁ

   ସଦା ଆଚରୁ ଥିଲେ।2।


ଦୁଃଖମୟ ଏହି ଜୀବନ

    ମୁକ୍ତି ଅଟେ ନିର୍ବାଣ

ଜୀବନର ଚତୁଃ ସତ୍ୟକୁ

   କରିଥିଲେ ପ୍ରମାଣ।3।


ଅଷ୍ଟାଙ୍ଗ ମାର୍ଗରେ ଚାଲିଲେ

    ଜୀବ ହେବ ନିର୍ବାଣ

ମାନବ ଜୀବନ ପାଇଁ ସେ

   ଦେଲେ ଦିଗଦର୍ଶନ।4।


ଜରା ବ୍ୟାଧି ଦୁଃଖ ଶୋକରୁ

    ଜୀବ ମୁକତି ପାଇଁ

ଶାନ୍ତିର ବାଟକୁ ସଭିଙ୍କୁ

   ସେ ତ ଦେଲେ ଦେଖାଇ।5।


କପିଳବାସ୍ତୁ ର ନହୋଇ

    ହେଲେ ବିଶ୍ୱର ରାଜା 

ସମଗ୍ର ବିଶ୍ୱରେ ଉଡାଇ

   ଦେଲେ ଧର୍ମର ଧ୍ବଜା।6।


ଜୟ ଜୟ ବୁଦ୍ଧ ଦେବ ହେ

   ମୁହିଁ ତଵ କିଙ୍କର

ଅଂହିସା ଓ ସତ୍ୟ ହେଉଯେ

     ବ୍ରତ ଜୀବନେ ମୋର।7।


ନନ୍ଦିନୀ ରାଉତ
ଅନୁଗୋଳ


Post a Comment

1 Comments

  1. Koreans under forty now account for over half of the country’s household debt, up from 35% two years in the past. In addition to Seoul’s runaway home costs, growing unemployment rates have fueled this generation’s discontent. Since 2017, the variety of unemployed or underemployed younger folks has grown yearly, reaching a high of 27.2% in January 2021, despite South Korea having the very best share of younger adults with tertiary schooling of all OECD nations. In recent years, more of South Korea’s youth are figuring out as 카지노사이트 the “dirt spoon” technology, belonging to the low-income rung of society. Even members of the massively well-liked South Korean boy band BTS were recognized as|often identified as} “dirt spoon idols” when they debuted in 2013, represented by a small, indebted leisure agency . “Such a mentality is widespread in societies the place alternatives for social mobility are restricted,” says Andrew Eungi Kim, professor of international studies at Korea University.

    ReplyDelete