ନିଜ ପ୍ରତିଛବି
ଆଇନାରେ ଦିଶେ
ହୃଦୟ ଛବି ଦିଶେନା
ନିଜ ଭିତରର
ଛବି ଦେଖିବାକୁ
ଆଧ୍ୟାତ୍ମିକ ଭାବ ଲୋଡ଼ା.
ନିଜର ସୌନ୍ଦର୍ଯ୍ୟ
ରୂପ ଲାବଣ୍ୟ
ଆଇନାରେ ଦେଖାଯାଏ
ଜୀବନ, ଯୌବନ
ଧନସମ୍ପଦ
କିଛି ଚିରସ୍ଥାୟୀ ନୁହେଁ
ହୃଦୟରେ ଦେଖ
ବିଭୁ ପ୍ରତିଛବି
ମାୟାଠୁ ରୁହ ଦୂରେଇ
ମାଟି ଦେହ ଦିନେ
ମାଟିରେ ମିଶିବ
ଆତ୍ମା ଅମର ଅଟଇ ll
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ
ସା, ପୋ. ନନ୍ଦିଗ୍ରାମ
ଭାୟା. ନାଉଗାଁ ହାଟ
ଜିଲ୍ଲା. ଜଗତସିଂହପୁର
ଫୋନ. 993814481



0 Comments