ବହୁତ୍ ସୁନ୍ଦର୍ ହେଇଛେ ଏସବୁ କବିତା। ବିଶେଷ କରି ଜୀବନ ଓ ଏଇ ତ ଜୀବନ କବିତା ଟି ମୋର ମନକୁ ଛୁଇଁଛି। ସମସ୍ତ ଲେଖିକା ମାନଙ୍କୁ ମୋର ଅନେକ ଅନେକ ଶୁଭକାମନା। ମୋର ଲେଖା କିଛି ଡ଼ିଜିଟାଲ ଅସୁବିଧା କାରନ ରୁ ପହଞ୍ଚି ପାରୁ ନଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ପୁଣି ଥରେ ସମସ୍ତଙ୍କୁ ମୋର ସ୍ନେହ ଭରା ଶୁଭେଚ୍ଛା।
Download
1 Comments

ReplyDelete