ମୋର ସପନ - ପ୍ରିୟା ସାହୁ



ସପନ ଦେଖି ଦେଖି ଦିନ ବିତାଳି ନ
ନାଇନ ତାର ଦେଖା 
ବାଟ ଦେଖି ଦେଖି ଥକି ପଡିଲି ନ
ନଈ ଆସବାର ଗା ମୋର ସପନର ସଖା!
ଲାଲ ଟହ ଟହ ଶାଢ଼ୀ ପିନ୍ଧମୀ ବୋଲି
ଉଷଦ ହେଉଛେ ମୋର ମନ
ମୁହୁରୀ ବଜା ଧରି କେଭେ ଆସବା ଯେ
ଦେଖୁଛେଁ ଖାଲି ମୁଇ ରଜାର ସପନ |
କିଏ କହୁଥିବା ମାଇଁ ବେଳେ
କିଏ କହୁଥିବା ବହୁ
ମତେ ଦେଖି କହୁଥିବେ ସଭେ
ଆଦେ ନୂଆ ଭୁଆସେନ ସେଲ୍ଫି ଉଠାମା ଯଉଁ  |
ଲାଜେ ଲାଜେ ହେଇ ବସିଥିବି ମୁଇ
ମୁଡ଼ କେ ଗାଡି ତଳେ
ମୁଲକି ମୁଲକି ହସୁଥିବି ମୁଇ
ମୋର ସପନର ରଜା ଆସିଗଲେ!
ଫାଟି ପଡୁଥିବା ଛାତି ମୋର
ହାଥ ଧରାଲା ବେଳେ
ଧାର ଧାର ପଢ଼ୁଥିବା ଆଖିର ଲହୁ
ମା ଘର ଛାଡ଼ଲା ବେଳେ |
ଦିନ ବିତିଯିସି ରାଏତ ହେଇଜିସି
ନାଇ ଥାଏ ମୋର ଚେତା
ହଁସି ହଁସି କାନ୍ଦି ପକୋଉଥିସିଁ
ଭାବିକରି ସପନର କଥା |
ଯେତେକହେଲେ ଭି କମ ପଡିଯିବା
ନାଇ ସାରେ ମୋର ସପନର କଥା
ବେଶୀ କହେଲେ ବୋର ହେଇଯିବ
ଲାଗିବସବା ସବୁ ପିତା  |


 ପ୍ରିୟା ସାହୁ 
ସୁନ୍ଦରଗଡ଼, ଓଡିଶା

Post a Comment

0 Comments