ଭାରତ୍ ମାଟି ଜନମ୍ ଲଭ୍ ଲୁ
ଦେଶ୍ ସୀମା ରେ ଜୁଗି ରହେଲୁ
ଗାଁ ଘର୍ ସବୁ ପାସ୍ ରି ଦେଲୁ
ଦେଶ୍ ମାଏଟ୍ କେ ଜୀବନ୍ କଲୁ
ନିଜର୍ ସୁଖର୍ ତଟି ଚିପ୍ ଲୁ
ଭାରତ୍ ବାସିର୍ ହିତ୍ ସାଧ୍ ଲୁ
ଦେଶ୍ ସୀମା ରେ ଲଢେଇ କର୍ ଲୁ
ମାଁ ମାଟିର୍ ଲାଗି ସହିଦ୍ ହେଲୁ।
ପ୍ରଣୟିନୀ ପଧାନ
ବରଗଡ଼, ଓଡିଶା
କବିତା
ଜୀବନର ଏଇ ଅଙ୍କାବଙ୍କା ଚଲାପଥରେ ତୁମେ ଯାଦୁକର ମୋ ଜୀବନର କି ଯାଦୁ କରିଦେଲ ଏଇ ମୋ ମନରେ ସର୍ବଦା ଲ…
Copyright (c) 2020 //srushtisambhar// All Right Reseved
0 Comments