ଓଡିଶାର ରତ୍ନ (ଭାଗ - ୧) - ବିଶ୍ବବିଜୟୀ ଦାଶ

ପୁସ୍ତକ ବିଷୟରେ 


ଜୟ ଜଗନ୍ନାଥ 🙏

   ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବହୁ ଯୁଗପୁରୁଷ ଜନ୍ମ ନେଇ ନିଜସ୍ଵ ପ୍ରତିଭା ବଳରେ ଏହି ମାଟି କୁ ଗୌରବାନ୍ବିତ କରିଛନ୍ତି।ଏହି ପୁସ୍ତକ ଟିର ନାମ "ଓଡ଼ିଶା ର ରତ୍ନ" (ପାର୍ଟ ୧)। ଏହି ପୁସ୍ତକ ଟିରେ ୧୫ ଜଣ ଯୁଗ ପୁରୁଷ ଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ ରହିଅଛି।ଏହି ପୁସ୍ତକ ଟିକୁ ପ୍ରକାଶିତ କରିବାର ଅର୍ଥ ଯେ, ଆଜିର ଯୁବ ଓ ଛାତ୍ର ସମାଜ ଆମ ଓଡ଼ିଶା ମାଟିର ମହାପୁରୁଷଙ୍କ ବିଷୟରେ ଜାଣିପାରିବେ ଏବଂ ସେହି ମହାପୁରୁଷ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ରାଜ୍ୟ ଓ ଦେଶ ଗଠନ ରେ ସହାୟକ ହେବେ। ଆଗାମୀ ଦିନରେ ଅନ୍ୟ ଯୁଗପୁରୁଷ ମାନଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ "ଓଡ଼ିଶା ର ରତ୍ନ" (ପାର୍ଟ ୨) ପ୍ରକାଶିତ ନିମନ୍ତେ ଆଶାବାଦୀ ରହିଛି। ଏହି ପୁସ୍ତକଟି ଜନାଦୃତ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବାବା ପ୍ରତାପେଶ୍ବର ଦେବ,ମା' ଭଗବତୀ ଓ ମା' ସର୍ବ ମଙ୍ଗଳା ଙ୍କ ନିକଟରେ ପ୍ରାର୍ଥନା କରୁଛି।

ଲେଖକ 

Post a Comment

0 Comments