ସୃଷ୍ଟି ସମ୍ଭାର ପତ୍ରିକା ପାଇଁ ଲେଖା ଆବଶ୍ୟକ




 ସାରସ୍ୱତ ପ୍ରଣାମ ଆପଣଙ୍କୁ,
ଆପଣଙ୍କ ପ୍ରିୟ ସୃଷ୍ଟି ସମ୍ଭାର ସାହିତ୍ୟ ପତ୍ରିକା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ନାରୀଭିତ୍ତିକ ଲେଖାକୁ ନେଇ ଏକ ପତ୍ରିକା ପ୍ରକାଶ କରିବାକୁ ଯାଉଛି ଗ୍ରୁପର ସଦସ୍ୟ ଭାବରେ ଆପଣଙ୍କୁ ଜଣେଇଦେବାକୁ ଆମେ ଆବଶ୍ୟକ ମନେ କଲୁ । ଆଶକରୁ ଆପଣ ଉକ୍ତ ପତ୍ରିକାର କଳେବର ବୃଦ୍ଧିରେ ଆମ ସହ ସାମିଲ ହେବେ । 

ଲେଖାଟି ନିମ୍ନ ଲିଙ୍କରେ କ୍ଲିକ କରି ସବମିଟ୍ କରନ୍ତୁ ।


କୌଣସି ଅସୁବିଧା ପାଇଁ ଯୋଗାଯୋଗ କରି ପାରିବେ ।

ସମ୍ପାଦକ
ସୃଷ୍ଟି ସମ୍ଭାର ସାହିତ୍ୟ ପତ୍ରିକା
ସମ୍ପର୍କ - 8249520880



Post a Comment

0 Comments