ତୁମେ ଆଉ ମୁ- ପୁର୍ଣ୍ଣିମା ଲେଙ୍କା

ତୁମେ ଆଉ ମୁ
******* 

ଅନେକ ଦିନର ଅନୁସନ୍ଧାନ ସମାପ୍ତି ଘଟେଇ
ଅନେକ ଦିନର ତପସ୍ୟାର ପ୍ରାପ୍ତ ପାଇ

ପ୍ରେମକୁ ବିବାହର ରୂପ ଦେଇ
ତମ ପରିଚୟ ରେ ପରିଚିତ ହେଇ

ଉଙ୍କି ମାରେ ମୋ ମନ ରେ ପ୍ରଶ୍ନ ଟେ
କଣ ତୁମେ କେବଳ  ମୋ ପାଇଁ

ସତରେ କଣ ତମ ପ୍ରେମ ବାସ୍ତବ ଅଟୋଇ
ସତେ ଅବା ସେ ପ୍ରେମ ମୋ ପାଇଁ

ପ୍ରତି ଉତ୍ତର ମିଳିଗଲା
ଦର୍ପଣ ସମୁଖରେ
ଯେବେ ଚାରି ଆଖି ବୁଜେଇଗଲା
ସଂଘର୍ଷ ପାଇ.......।।


ପୁର୍ଣ୍ଣିମା ଲେଙ୍କା 
କେଉଁଝର 


Post a Comment

0 Comments