ସ୍ୱାତୀଲଗ୍ନା ଇ-ପତ୍ରିକା

ଭାରତ ବାହାରେ ରହି ମଧ୍ୟ ଓଡ଼ିଆଭାଷାର ଉନ୍ନତି ପାଇଁ ସଦା ସେ ତତ୍ପର । କର୍ମମୟ ଜୀବନର ବ୍ୟସ୍ତତା ସତ୍ତ୍ୱେ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । 
         ସୁଶାନ୍ତ କୁମାର ପାତ୍ରଙ୍କ ସମ୍ପାଦନାରେ ସୃଷ୍ଟି ସମ୍ଭାରର ସମ୍ପାଦକ କାହ୍ନୁ ଚରଣ ସାହୁଙ୍କ ସହାୟତାରେ ସ୍ୱାତୀଲଗ୍ନା ଇ ପତ୍ରିକା (ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା ୨୦୨୦ ) ପ୍ରକାଶ ପାଇଛି । 

         ଆଶା କରୁଛୁ ପଢିଲା ପରେ ଆପଣଂକୁ ଆମର ପ୍ରୟାସ କିପରି ଲାଗିଲା ମତାମତ ପ୍ରଦାନ କରିବା ହେବେ । 


Post a Comment

2 Comments