ହିମାଂଶୁ ଶେଖର କୁମ୍ଭାର
ତମେ ଦେଇଛ
ମୋର ମନର କାଗଜେ
ନୁଆଁ ଗୁଟେ ରୁପାର ଜନ
ତମର ନୁ ପାଇଛେ
ନୁଆଁ ପହେଚାନ
ଆର ନୁଆଁ ନୁଆଁ ଗିଆନ !!
ତମେ ଦେଇଛ
ଫଗୁନର ବାଦଲେ
କଁଲି ପବନ ର ପୀରତି
ତମର ନୁ ପାଇଛେ
ଇ ଖରାର ବଏଶାଖେ
ଶୀତଲ ର ଅନଭୁତି !!
ତମେ ଦେଇଛ
ମୋର ହୁରୁଦ ଭିତରେ
ସୁମନ ଭରା ମନ କେତେ
ତମକେ କେଭେ ମୁଇଁ
ଭୁଲି ନେଇ ପାରେ
ଭୁଲି ଯିବ ପଛେ ମତେ !!
କୁତମୁଣ୍ଡା, ପାଟଣାଗଡ, ବଲାଙ୍ଗୀର




0 Comments