ଭାରତ ବାହାରେ ରହି ମଧ୍ୟ ଓଡ଼ିଆଭାଷାର ଉନ୍ନତି ପାଇଁ ସଦା ସେ ତତ୍ପର । କର୍ମମୟ ଜୀବନର ବ୍ୟସ୍ତତା ସତ୍ତ୍ୱେ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି ।
ସୁଶାନ୍ତ କୁମାର ପାତ୍ରଙ୍କ ସମ୍ପାଦନାରେ ସ୍ୱାତୀଲଗ୍ନା ଇ ପତ୍ରିକାର ଦ୍ଵିତୀୟ ସଂସ୍କରଣ ପ୍ରକାଶ ପାଇଛି । ଆଶା କରୁଛୁ ପଢିଲା ପରେ ଆପଣଂକୁ ଆମର ପ୍ରୟାସ କିପରି ଲାଗିଲା ମତାମତ ପ୍ରଦାନ କରିବା ହେବେ ।
ସମ୍ପାଦକ: ସୁଶାନ୍ତ କୁମାର ପାତ୍ର
ଡିଜାଇନର: କାହ୍ନୁ ଚରଣ ସାହୁ (ସମ୍ପାଦକ, ସୃଷ୍ଟି ସମ୍ଭାର)



0 Comments