ଆପଣମାନଙ୍କ ପ୍ରେମ ଆଉ ଭଲପାଇବା ପାଇଁ ଅ "ପତ୍ରିକା ତାର ପ୍ରଥମ ବର୍ଷ ସଫଳତାରେ ପୂର୍ଣ୍ଣ କରିପାରିଛି । ଆଗକୁ ଏମିତି ଆପଣଙ୍କର ସହ ମିଶି ସାହିତ୍ୟ ସେବାରେ ଅନେକ ବର୍ଷପୂର୍ତ୍ତି କରୁ ଏହା ଆମର ବିଶ୍ୱାସ । ଅ' ପତ୍ରିକାର ଜାନୁୟାରୀ ସଂଖ୍ୟା ପଢ଼ିବା ପାଇଁ ଆମ ୱେବ୍ସାଇଟ www.srushtisambhar.in ରେ ଯାଇ ଦେଖନ୍ତୁ ଓ ନିଜର ମତାମତ ପ୍ରଦାନ କରନ୍ତୁ । ଆମ ପତ୍ରିକା ପଢ଼ିବା ସହ ଆମ ୱେବ୍ସାଇଟର ଲେଖା ଗୁଡିକୁ ନିଜ ସାଙ୍ଗ ମାନଙ୍କ ସହ ସେଆର କରନ୍ତୁ ।
Download
0 Comments