ସମ୍ପର୍କ ଓଡ଼ିଶା

  


ଦିଲ୍ଲୀ ଏନ.ସି.ଆର ରୁ ପ୍ରକାଶ ପାଇଲା ମାସିକ ଇ-ଓଡ଼ିଆ ସମ୍ବାଦ ସାହିତ୍ୟ ପତ୍ରିକା । ଉକ୍ତ ପତ୍ରିକାଟିକୁ ବରିଷ୍ଠ ସାହିତ୍ୟ ସାଧକ ଅକ୍ଷୟ ଓଝା ସମ୍ପାଦନା କରିଛନ୍ତି । ଏହାର ସହ-ସମ୍ପାଦକ ଦାୟିତ୍ୱରେ ଅଛନ୍ତି ନିକୁଞ୍ଜ ବିହାରୀ ଓ ଡିଜାଇନର୍ ଦାୟିତ୍ୱରେ ସୃଷ୍ଟି ସମ୍ଭାର ସାହିତ୍ୟ ପତ୍ରିକାର ସମ୍ପାଦକ କାହ୍ନୁ ଚରଣ ସାହୁ । 


Post a Comment

0 Comments