ଦୁଇ ଟୋପା ବେଦନା - ପି.ପୁରବୀ ମହାନ୍ତି


କାନ୍ଦିବାର ଆବଶ୍ୟକ ଅଛି କିନ୍ତୁ ଲୁହ ଲୁଚେଇବାକୁ ପଡ଼ିବ । ତୁମ ପ୍ରବଞ୍ଚନା ଦ୍ଵାରା ପ୍ରଦତ୍ତ ଲୁହକୁ ତୁମକୁ ଦେଖେଇବାକୁ ଚାହୁଁଥିଲି ମାତ୍ର ମାଟି ମାଆ ତାକୁ ଶୋଷି ଉଭେଇଦେଲା । ଶୁଣି ଖୁସି ହେବ ସେ ମଧ୍ୟ ତୁମ ଭଳି ପ୍ରମାଣ ନଷ୍ଟ କରିଦେଇ ସମ୍ମୁଖରେ ଉପସ୍ଥିତ ....


ବଣାଇଗଡ଼ , ସୁନ୍ଦରଗଡ଼

9439103831



Post a Comment

0 Comments