ଦିଲ୍ଲୀ ଏନ.ସି.ଆର ରୁ ପ୍ରକାଶ ପାଇଲା ମାସିକ ଇ-ଓଡ଼ିଆ ସମ୍ବାଦ ସାହିତ୍ୟ ପତ୍ରିକା ସମ୍ପର୍କ ଓଡ଼ିଶାର ମାର୍ଚ୍ଚ ସଂଖ୍ୟା, ୨୦୨୧ ( ପ୍ରଥମ ବର୍ଷ, ତୃତୀୟ ସଂଖ୍ୟା) । ଉକ୍ତ ପତ୍ରିକାଟିକୁ ବରିଷ୍ଠ ସାହିତ୍ୟ ସାଧକ ଅକ୍ଷୟ ଓଝା ସମ୍ପାଦନା କରିଛନ୍ତି । ଏହାର ସହ-ସମ୍ପାଦକ ଦାୟିତ୍ୱରେ ନିକୁଞ୍ଜ ବିହାରୀ ଥିବାବେଳେ ସାହିତ୍ୟ ବିଭାଗକୁ ସମ୍ପାଦନା କରିଛନ୍ତି ସାହିତ୍ୟ ବିଭାଗର ସମ୍ପାଦିକା ସୁଜାତା ମହାପାତ୍ର । ପ୍ରଚ୍ଛଦପଟ, ଅକ୍ଷର ସଜା ତଥା ପତ୍ରିକାର ଡିଜାଇନର୍ ଦାୟିତ୍ୱରେ ଅଛନ୍ତି ସୃଷ୍ଟି ସମ୍ଭାର ସାହିତ୍ୟ ଇ- ପତ୍ରିକାର ସମ୍ପାଦକ କାହ୍ନୁ ଚରଣ ସାହୁ ।




4 Comments
It is truly very much honest efforts made by Akshaya bhai to make the information more effectively for all the Odias.....All the very best
ReplyDeleteThank you very much sir for your inspirational comment
Deleteସଂପର୍କ ଓଡ଼ିଶା ଏକ ପ୍ରଶଂସନୀୟ ପ୍ରୟାସ , ଅକ୍ଷୟ ଭାଇ ଓ ସମସ୍ତ କର୍ମକର୍ତ୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏହାର ଉତ୍ତରତର ସଫଳ ଓ ମଙ୍ଗଳ କାମନା କରୁଛି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ । ବନ୍ଦେ ଉତ୍କଳ ଜନନୀ।ଜୟ ଜଗନ୍ନାଥ । ଶୁଭ ଚିନ୍ତକ - ମନୋଜ ମହାରଣା
ReplyDeleteଆପଣଙ୍କ ପ୍ରେରଣାଦାୟୀ ମତାମତ ପାଇଁ ପରିବାର ତରଫରୁ ଧନ୍ୟବାଦ ଜଣାଉଛୁ
Delete