ହେ ମା ବୀଣାପାଣି ତୋର ମହିମା କେତେଯେ ଅପାର ,
ମୁଁ ତ ଛାର ମନୁଷ୍ୟଟେ କେମିତିବା ବଖାଣୀ ପାରିବି
ତୋର ଗୁଣ ଗାଥା ମା ꫰
ବିଦ୍ୟାବିନା କିଏବା କଣ କରିପାରିଛି ମା ,
ବିଦ୍ୟାବିନା ଜୀବନତ ନିରର୍ଥକ ଅଟେ ମା ꫰
ବିଦ୍ୟାବିନା ଜୀବନ ଯେ ଅନ୍ଧକାର ସୂରୁପ ꫰
ତୋର ଦୟାବିନା କେମିତିଯେ ଏ ମନୁଷ୍ୟ ଜଗତ ତିଷ୍ଠି ପାରିବ ମା ꫰
ମୋରବା କି ଗ୍ୟାନ ଅଛିଯେ ତୋର ଗୁଣଗାଥା ଗାଈପାରିବି ମା ꫰
ତୋର କିଞ୍ଚିତ ଦୟାରେ ଏ ଜୀବନଟା ମହାନ୍ ହୋଇପାରିବ ମା ꫰
ମୁଁ ଖାଲି ଏତିକି ଜାଣିଛି ମା ,,
ହେ ମା ବୀଣାପାଣି ତୋର କ୍ରୁପା ବାରି ଟିକିଏ ହଉ ପଛେ ,,
ମୋର ଉପରେ ଆଉ ଏ ଜଗତ ବାସୀଙ୍କ ଉପରେ ବୁଣିଦେ ମା ꫰꫰
ବୀଣାପାଣି ତୁହି ଜଗତ ତାରିଣୀ,
ଟିକିଏ ଦେଲୋ କରୁଣା ତୋର ,
ତୋ କରୁଣା ପାଇ ଜୀବନ୍ୟାସ ପାଉ ,
ଭରିଯାଉ ବିଦ୍ୟା ଜୀବନେ ମୋର,
ଭରିଯାଉ ବିଦ୍ୟା ଜୀବନେ ମୋର ꫰꫰
ବାଟିଜଙ୍ଗାଯା, ଯାଜପୁର




0 Comments