ସ୍ବାର୍ଥ ଦୁନିଆଁ - ଚନ୍ଦନ ସାହୁ


ସ୍ବାର୍ଥ ଦୁନିଆରେ କେ ନୁହେଁ କାହାର
ମିଛ ମାୟା ଖେଳଘର ,
ସ୍ବାର୍ଥ ସରିଗଲେ ଚିହ୍ନିବେନି ତତେ
ଭୁଲି ଯିବେ ନାମ ତୋର ।


ହାତିଖୋଜ ( ବେଲସା ପଡ଼ା ), କଳାହାଣ୍ଡି , ଓଡ଼ିଶା

୮୧୪୪୨୭୭୯୬୭

Post a Comment

0 Comments