ମାଘେ ଆସନ୍ତି ମା ବୀଣାପାଣି
ବସନ୍ତ ପଞ୍ଚମୀ ତିଥିରେ
ସେତ ବିଦ୍ୟା ଠାକୁରାଣୀ
ସେ ଆମ ମନେ ବିଦ୍ୟା ବୁଦ୍ଧି ଭରନ୍ତି
ମା ତୁମେ ବିଦ୍ୟା ର ଭଣ୍ଡାର
ଯେତେ ତୁମ ଯଶ ଖାତି
କେ ବଖାଣି ପାରିବ
ଶ୍ଵେତପଦ୍ମlସନl ମରାଳବାସିନୀ
ଜୟ ମାତା ଶାକମ୍ବରୀ
କମଳବାସିନୀ ମାତl ତୁମେ ଦୟାମଇ
ତୁମ ରୂପର ଶୋଭା ମା
କେ ଆଙ୍କି ପାରିବ
ରତ୍ନ ନୁପୁର ରୁଣୁଝୁଣୁ ବାଜେ
ଗଳାରେ ମୁକ୍ତା ର ହାର ସାଜେ
କୋଟିରେ ଶୋଭାରତ୍ନ ଓଡ଼ିଆଣି
ମା ତୁମେ ଶୋଭାର ଖଣି
ଛୋଟ ପିଲା ରୁ ବଡ଼ ଆମେ
ତୁମ ଚରଣେ କରୁ ଦଇନି
ସରସ୍ୱତୀ ନମସ୍ତୁଭ୍ୟ
ବରଦେ କାମ ରୂପିଣୀ
ବିଦ୍ୟାରମ୍ଭ କରିଶ୍ୟାମି
ସିଦ୍ଧି ଭବତୁ ମେ ସଦା ।
ପ୍ଲଟ ନଂ -୮୩(ସି) ଆମ୍ରପଲ୍ଲୀ
ଶୈଳଶ୍ରୀ ବିହାର
ଭୁବନେଶ୍ୱର -୨୧




1 Comments
ବହୁତ ସୁନ୍ଦର ପ୍ରୟାସ ପାଇଁ ଅଭିନନ୍ଦନ
ReplyDelete