ମା'ସରସ୍ଵତୀ - ଅଂଶୁମାନ ସ୍ୱାଇଁ


ମା'ସରସ୍ବତୀ ବିଦ୍ୟାଦାତୀ ତୁହିଲୋ
ତୋର ଚରଣେ ସଭିଏଁ
ତୋହରି ଦାନାରେ ଜୀବନ ଆମର
ହସୁଥାଏ ସବୁ ଦିନେ ।।

ବରଷରେ ଥରେ ଆସୁ ତୁ ଓଲାହି
ସଭିଙ୍କୁ ଦେଉ ହସାଇ
ତୋହରି ଦାନରେ ଛୋଟ ଠାରୁ ବଡ଼
ହୋଇଥାନ୍ତି ଯେ ପାଠୋଈ ।।

ପଦ୍ମ ପାଖୁଡ଼ାରେ ବସିଥାଈ ତୁହି
ଲଗୁଥାଉ ମାନହୋର
ତୋହରି ଚରଣେ ହଂସ ବସିଥାଇ
ଗାଉଥାଏ ଜୟ କାର ।।

ନୀତି ତୋର ହସ୍ତେ ଶୋଭା ପାଉଥାଏ
ମଧୁର ତାହାରି ସ୍ୱର
ସେହି ସ୍ୱର ଧୋନିରେ ସଭିଏଁ ହସି
ଦୁଃଖକୁ କରନ୍ତି ଦୁର ।।


ଅଂଶୁମାନ ସ୍ୱାଇଁ, ସରମଙ୍ଗା,

ସଡଙ୍ଗ, କେନ୍ଦୁଝର-୭୫୬୧୨୧
୮୨୪୯୦୩୯୧୫୬


8249039156

Post a Comment

0 Comments