ମୁଁ ମରିଗଲେ
ବୋଧେ ତୁ ଶାନ୍ତିରେ ରହିବୁ,
ଯେହେତୁ ମୋର
ପ୍ରତ୍ୟେକ କଥା ତତେ
ଖୁବ୍ ଘୃଣାଲାଗେ.........।
ଜାଣେ ତୁ ମୋତେ
କେତେ ଭଳପାଉ
ତଥାପି କହୁଛି
ମୁଁ ମରିଗଲେ ତତେ ଏକା
ଖୁବ୍ ଭଳଲାଗିବ
ସୁଖରେ ଦିନ କଟିବ।
ପ୍ରତିଟି ମୁହୂର୍ତ୍ତରେ
ମୋ ପ୍ରତି ଥିବା ତୋର
ରାଗ ଅଭିମାନ କୁ
ଆ ଥରେ ଶାନ୍ତି କରିଦେ
ତୁ ମତେ ମାରିଦେ।
ତୋ ଭଲପାଇବା
ସତେ ନୀଳ ରକ୍ତର ଛୁରୀ
ଆ ମୋ ବକ୍ଷ ଚିରି
ଏ ସଂସାରୁ ମତେ
ପାର୍ କରିଦେ
ଆ ଥରେ ମତେ ମାରିଦେ।
ବଡ଼ସିଂହାର ଭଟଲୀ ବରଗଡ଼
933782808




0 Comments