ଅଳ୍ପ, ଅଳ୍ପ କଥା ସାଙ୍ଗେ ଅଳ୍ପ କିଛି ଆଳାପ
କାଲି ଥିଲୁ ତୁ ନବ କଢି ଟିଏ
ଆଜି ହେଲୁ ସଜ ଫୁଟା ଗୋଲାପ ।
କେବେ ଦେଉ ଓଠେ ନୂଆ ହରଷ
ବର୍ଷ,ବର୍ଷ କଟିଯାଏ ଲାଗେ ନିମିଷ
କେବେ ପୁଣି ଜୀବନ ଲାଗେ ପାହାଡ ସମ
ସଂପର୍କରୁ ଉଣାହୁଏ ଯେବେ ବିଶ୍ୱାସ ।
ଥିବା ଯାଏଁ ଶରୀରରେ ଶେଷ ନିଶ୍ବାସ
ଆଶା ଖାଲି ଏତିକି ବିଶ୍ବାସରେ
ନ ମିଶୁ କେବେ ବି ବିଷ ।।
ଭବାନୀପାଟଣା, କଳାହାଣ୍ଡି




0 Comments