ଆସି ଥିଲା ମୋର ବନ୍ଦୁ ଟେ
କହେଲା କେତେ କଥା
ସୁଖ ଦୁଃଖ ସବୁ ବାଣ୍ଟିନେଲା
ସୁନାଲା ପ୍ରେମର ଗାଥା।।
ଫଲମୁଲ ସବୁ ଗୋଠେଇ ନେଲା
ଖାଏଲା କେତେ ପେଟେ
ଜିବା ବେଲେ ପିକାଟେ ପିଇ
ଫିଙ୍ଗିଦେଲା ଇ ବାଟେ।।
ସୁଖଲା ପତର ସୁଖଲା ଡାଲ
ପଡିଥିଲା ଯେ ତହିଁ
ଦିନ ସାରା କୁହୁଁଲି କୁହୁଁଲି
ନିଆଁ ଗଲା ଯେ ଧାଁଇ।।
ଛାରି ଆଡେ ମୋର ଖେଲିଗଲା
ସବୁତ ଯାଉଛେ ଜଲି
କେଁବଲି କହେବି କହାକେ
କାର ସନେ ଲାଗବି ମୁଁଇ କଲି।।
ଗଛ ଲତା ଚେରେ ଚେରମୁଲ
କିଟ୍ ପତଙ୍ଗ କେତେ
ବାଘ ଭାଲୁ ହାତି ବରା
ଠେକୁଆ ହରିଣ ଯେତେ।।
କିଏ ଜଲୁଛେ କିଏ କାନ୍ଦୁଛେ
କିଏ ଯାଉଛେ ଧାଇଁ
ରକ୍ଷାକର ରକ୍ଷାକର ଡାକ ଛାଡୁଛେ
ଜଙ୍ଗଲ ବୋପରି ଯେ
କିଏ ସୁନି ପାରବାର ନାଇ।।
କିଏ ସୁନି ପାରବାର ନାଇ ll
କିଏ ସୁନି ପାରବାର ନାଇ ll




0 Comments