ବୁଝ୍‌ବା କିଏ - ସାଗରିକା ସାହୁ




ଭାବି ଭାବି କରି ନିଜର୍ କଥାକେ
ଜଲି ମରୁଛେରେ ମୁଇଁ
ମନର୍ କଥା ଆର୍ କିଏ ସୁନୁଛେ
ମୋର୍ ପଛେ କିଏ ନାଇଁ।।

ମନର୍ କଥା ମୋର୍ ମନ୍‌କେ ଜନା
କାହାକେ କହେମି କହ,
ମନର୍ କଥା ମୋର୍ ମନେ ରହୁଛେ
ଆଁଖୁ ମୋର୍ ଝରୁଛେ ଲହ।।

କିଏ ଅଛେ ମୋର୍ ସାହା ଭରଷା
ବୁଝବା କିଏ ମୋର୍ କଥା,
ମନର୍ କଥା ମୋର୍ ବୁଝିପାରତା
ଯଦି କିଏ ନିଜର୍ ଥିତା।।

ଦୁଖେ କାନ୍ଦି କାନ୍ଦି ମରିଯାଉଛେ
କାଏଁ କରମି ଆର୍ କହ,
କାହାକେ ଜଦି କହେମି ବଏଲେ
ହସୁଛନ୍ ଆଗେଡେ ଦହ ଦହ।।


ସାଗରିକା ସାହୁ, ଗିଧମାଲ୍,
ଗାଇସିଲେଟ, ବରଗଡ଼

Post a Comment

0 Comments