ଗୋଲାପ - ସତ୍ୟସାଇ ନାଏକ


ଆରେ ରେ ଗୋଲାପ ତୁ ଅତିସୁନ୍ଦର

ସମସ୍ତ ପ୍ରେମିକଙ୍କ ଅମୁଲ୍ଯ ସମ୍ପଦ! 

ତୋ ଦ୍ବାରା ସମସ୍ତଙ୍କ ପ୍ରେମ ସଫଳ ହୁଏ

ତୋ ବିନା ପ୍ରେମ ଅଧୁରା  ରହେ ! 

ତୋତେ କିଣିବା ପାଇଁ ପ୍ରେମୀଯୁଗଳ

ବଜାର ହାଟରେ କରନ୍ତି ଭିଡ଼! 

ତୋ ଦାମ୍ ସିନା କେତୋଟି ପଇସା

ତୁ ବୁଝେଇ ଦେଉ ହୃଦୟ କଥା! 

ରୋଜ୍ ଡେ ବୋଲି ଅଛି ଦିନ ତୋର

ସେ ଦିନ ତୋର ଭାରି ଅଭାବ! 

କେତେ ଲୋକ ତୋତେ ପାଇବା ପାଇଁ

ଚୋର ସାଜନ୍ତି ତାଙ୍କ ପ୍ରେମିକାକୁ ଦେବା ପାଇଁ ! 

ମୋ ଜୀବନେ ତୁ କେବେ ଆସିବୁ

କହ କେବେ ମୋ ମନ କଥା ବୁଝିବୁ ।


ସତ୍ୟସାଇ ନାଏକ 

ଇ.ଟି.ଇ.ଆଇ, ଧର୍ମଗଡ଼

Post a Comment

0 Comments