ସିମ୍ପୁଲ୍ ଟେ ଗୃହିଣୀ - ସଂଗୀତା ମୋହନ ଗହିର


କିଏ ପଚରାସି ମେଡମ୍ ଟିଚର କାଏଁ
କିଏ କହେସି ଆପଣ ଲେକ୍ଚରର୍ ଆଏ
ମୋର୍ ଲେଖା ତ' ଲୁକର୍ ମନ ଘିନି ନେସି
ହେତକି ଥି ମତେ ଲାଗସି ଖୁସି
ଶୁଭେଛ୍ଛୁ ଜନହେ ଆଏଜ୍ ଫୋନ୍ କଲେ
କହେଲେ ମେଡମ୍ ଆପଣ୍ କୃଷି ବିଭାଗର୍
ଉପରିସ୍ଥ କର୍ମଚାରୀ କାଏଁ ବୋଲି
ମେସେଞର୍ ଥି ସାର୍ କେ ଉତ୍ତର ଦେଲି
ନାଇଁ ଆଞା ଆମର୍ ହେତକି ଭାଗ୍ୟ
କାହିଁସେ ବୋଲି
ମୁଇ କେନସି ଦପ୍ତର୍ ର ମେଡମ୍ ନାଇଁସେ
ମୋର ନିଜର୍ କଥା ଟିକେ
ଆଏଜ୍ ସବକେ କହୁଛେଁ ଖୁଲି
ସାଧା ସିଧା ମୋର୍ ରହନି ସହନି
ପାଠ ପଢିଛେଁ ରାଜନୀତି ବିଜ୍ଞାନ ଥି ପିଜି
ଘରର୍ କବାର୍ ଆରୁ ଝିଅର୍
କାମ୍ ଥି ସବୁବେଲେ ଥିସିଁ ବିଜି
କବିତା ଆରୁ ଗଲ୍ପ ଲେଖାଥି
କେଭେ କେଭେ ଯାଏସିଁ ହଜି
ବୟସ୍ ଜହ ନାଇଁସେ ହେଲେ
ଅନୁଭୂତି ଅଛେ କେତନି କେତେ
ଚାକରି ଦେବାର୍ ଟା ଆରୁ ବେକାରୀ ରଖବାରଟା
ସବୁତ ଅଛେ ଆମର୍ ସରକାରର ହାତେ
ସବୁତ ଅଛେ ଆମର୍ ସରକାରର ହାତେ
ମୁଇଁ ନାଇଁ ଜାନେ ଜାତି ଧରମ୍
ନାଇଁ ପାଲେଁ ଫେର୍ ମନେ
କୋଟା ଓବିସି କି ଜେନେରାଲର ଭରମ୍
ମାତର୍ ଦୁଃଖ୍ ଟିକେ ମନେ ବାନ୍ଧିଛେ ବସା
ଞାନ୍ ଆରୁ ଗୁନ୍ ସବୁତ ବେକାର୍
ଚାକରି ଥି ପାତର୍ ଅନ୍ତର କରସି ସରକାର
ଚାକରି ଥି ପାତର୍ ଅନ୍ତର କରସି ସରକାର
ଦେଇଥିଲିଁ କେତେଯେ ଇଣ୍ଟରଭିୟୁ
ଆରୁ କେତେଯେ କମ୍ପିଟେଟିଭ୍ ପରୀକ୍ଷା
ହଏରାନ୍ ହରକତ୍ ସାଙ୍ଗେ ପଏସା ସରଲା
ହେଇଗଲିଁ ଦିରଭିକ୍ଷା ହେଇଗଲିଁ ଦିରଭିକ୍ଷା
ସରକାରର୍ ନୀତି ସରକାର ଜାନସି
ଆମର୍ ଗୁନ୍ ଆର୍ ମନ୍ ତ' ନିତି ମରସି
କାଏଁ ଭେଦଭାବ ଇଟା
କାଏଁ ଭେଦଭାବ ଇଟା
ମନ୍ ଭିତରେ ଚାପି ରଖିଥିଲିଁ
ଏତେ ଦିନର୍ ଦୁଃଖ୍ ବ୍ୟଥା
ଏତେ ଦିନର୍ ଦୁଃଖ ବ୍ୟଥା
ଆର୍ ଅଏତକା ମୋର୍ କଥା
କାଣା ସମକୁ କହେମିଁ
ଜନମ୍ ମାଏଟ୍ ମୋର୍ ରାଉରକେଲା
ବଲାଙ୍ଗୀର ତ' ମାମୁଁ ଘର୍ ଥିଲା
ହେଲେ ଜୟ ମାଁ ମାଣିକେଶ୍ୱରୀ କହେମିଁ
ଆରୁ ହାତ୍ ଧରିକରି ଆସିଛେଁ ବଏଲେ
ଜୀବନ ଥିବାର୍ ଯାକର୍ ଭବାନୀପାଟଣା ନେ ସେ ରହେମି 

ଭବାନୀପାଟଣା ନେ ସେ ରହେମି
ସମିଆଁ ପାଏଲେ ମୋର୍ କଥା ଆରୁ ଲଥା
ସବୁ କିଛି ଫେର୍ କହେମି
ଏତକି ଥି ନାଇଁ ସରିଯିବାର୍ ମୋର୍
ଜୀବନ୍ ଜଞାଲର୍ କାହାନୀ
ନୁହେଁ ମୁଇଁ ଟିଚର୍ କି ନୁହେଁ ମୁଇଁ ଲେକ୍ଚରର୍
ମୁଇଁ ତ' ଆଏଁ ସିଧା ସାଧା ସିମ୍ପୁଲ୍ ଟେ ଗୃହିଣୀ
ମୁଇଁ ତ' ଆଏଁ ସିଧା ସାଧା ସିମ୍ପୁଲ୍ ଟେ ଗୃହିଣୀ । 


ଭବାନୀପାଟଣା, କଳାହାଣ୍ଡି
ମୋ: 9337009810

Post a Comment

0 Comments