ମାଆ ବାପା - ମିନତୀ ଦାଶ


ମା ‐ ମାଆ ଶଦ୍ଦଟି      ଅମୃତଠୁ ବଳି
           ଦେଇଥାଏ ସ୍ବର୍ଗ ସୁଖ
ତା ପଣତ କାନୀ  ପୋଛି ନେଇଯାଏ
           ଜୀବନର ସବୁ ଦୁଃଖ l 

ଆ ‐ ଆର୍ଶିବାଦ ତାର ଥିଲେ ମୋ ଉପରେ
         ବତାସକୁ ନାହିଁ ଭୟ
ତାରି ଆଶିଷେ       ସବୁ କ୍ଷେତ୍ରେ ମୁହିଁ
      କରି ଆସିବି ଯେ ଜୟ l 

ବା ‐ ବାପାଙ୍କ ସଂସ୍କାର ଆର୍ଦଶକୁ ସଦା
         ରଖି ଅଛି ମୁହିଁ ମନେ
ଜୀବନ ଯୁଦ୍ଧରେ     ବାପାଙ୍କ ପ୍ରେରଣା
        ରଖିଥାଏ ସଦା ଧ୍ଯାନେ l

ପା ‐ ପାଦ ଧୂଳି ତାଙ୍କ ମୋ ମସ୍ତକେ ବୋଳି
          ସଅଳେ ସାରଇ କାମ
ତାଙ୍କ କୃପା ବଳେ   ଏ ଜୀବନ ମୋର
          ଅଟଇ ତାଙ୍କରି ଦାନ l

ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ

Post a Comment

0 Comments