ଚାହୁଁ ଚାହୁଁ ଚିଲିକାର
ଶାନ୍ତ ଦୃଶ୍ୟ ରାଜି
କଲା ମୋ ଦୃଷ୍ଟିକୁ ଅନ୍ତର୍ଭୁକ୍ତ।
ନୀଡ଼ ଙ୍କ ଗହଣେ
ମନ ହୁଏ ହୁଏ ଆନନ୍ଦିତ
ଆହା କି ସୁନ୍ଦର
ଏହି ଜଳମଗ୍ନ ରାଶି।
ଦିବା ଅବା ଶେଷେ
ମୋହିତ ହୁଏ ଏ ମନ
ଜନଗହଣେ ମିଶି।
ସୃଷ୍ଟି ଜୀବାତ୍ମା ଆଦି
କରନ୍ତି କେ ରଡ଼ି
ଉଠିଯାଅ ଉଠିଯାଅ
ହେଲା ଦିବା ଶେଷ।
ଜଳମଗ୍ନ ରାଶିରେ ଯେ
କରନ୍ତି ମୀନ କେଳି
ମହା ଆନନ୍ଦରେ
ମନ ମୋହେ ସେହି।
ଆହା କି ନବୀନ ଦୃଶ୍ୟ
ହୁଏ ମନ ଆଚମ୍ବିତ ।।
ବର୍ଷା ରାଣୀ ବଳ



0 Comments