ସଫା ସୁତର କିଛି ପରିମାଣରେ ଅଛି
ତଥାପି ସୁନ୍ଦର ଲାଗେ ଏଠାର ଦୃଶ୍ୟ...
ଠିକ୍ ରେ ଭାବିଲେ ଦେଖିବାକୁ ମିଳିବ
ଛାତ୍ରଛାତ୍ରୀ ମାନେ ଏଠାକାର ଶସ୍ୟ...
ମୁଁ ନିଜକୁ ଟିକେ ଭାବିକି ଦେଖିଲେ
ଲାଗେ ଭାରି ମୋତେ ଲାଜ...
ହେଲେ ଏଠି ପିଲାମାନଙ୍କୁ ଖୁସିରେ ଦେଖି
ମୁଁ ବି କରେ ତାଂକ ସହିତ ମଉଜ...
ସୁବିଧାଜନକ କିଛି ନ ଥିବାରୁ
ଛାତ୍ରଛାତ୍ରୀଙ୍କୁ ଅସୁବିଧା ହୁଏ...
ଜଦି ସୁବିଧା ଥାଆନ୍ତା ଏଠି
ମୁଁ ନିଜକୁ ଧନ୍ୟ ମନେ ପାଏ...
ନାହିଁ ଏଠାରେ ବଗିଚା ନାହିଁ
ନାହିଁ ଏଠାରେ ଭଲ ଖେଳ ପଡ଼ିଆ...
ସେଥି ପାଇଁ ବାର୍ଷିକ କ୍ରିଡ଼ା ସମୟରେ
ହୁଏ ଭାରି ଅଡୁଆ...
ହଷ୍ଟେଲ ନ ଥାଇ ମଧ୍ୟ...
ପାଠ ପଢା ଠିକ୍ ରେ ଚାଲେ
ହଷ୍ଟେଲ ଥିଲେ ଏଠି ଭଲ ହୁଅନ୍ତା
ମୁଁ ନଥାନ୍ତି ତଳେ...
କହନ୍ତି ଲୋକେ ଏହି କଲେଜ୍ ଖରାପ ବୋଲି
ହେଲେ ନଥାଏ କାହାର ଧ୍ୟାନ...
ନାମ ଲେଖାଇ ପାଠ ପଢିଲେ
ଏଠି ଆହରଣ କରନ୍ତି ଅନେକ ଗ୍ୟାନ...
ଏହି କଲେଜର ଛାତ୍ରଛାତ୍ରୀ
କେତେ ଯେ ବଡ଼ଲୋକ ହେଲେ..
ଚାକିରୀ କରି,ଘର ସଂସାର କରି
ମୋତେ ସେମାନେ ଭୁଲି ଗଲେ...
ମୋ ପାଇଁ କାହାର ନାହିଁ ସମୟ
ନାହିଁ କାହାର ଚିନ୍ତା...
ସେଥି ପାଇଁ ଲୋକେ ମୁଁ ଖରାପ ବୋଲି
କେତେ ଯେ କରନ୍ତି ବାର୍ତ୍ତା ..
କେସିଙ୍ଗା କଲେଜର ଅବସ୍ଥା
ଅଛି ସମସ୍ତଙ୍କୁ ଜଣା ...
ସମସ୍ତେ ମିଶିକି ସାହାଯ୍ୟ
କଲେ ହେବନି କାହାର ଉଣା ...
ତଥାପି ସୁନ୍ଦର ଲାଗେ ଏଠାର ଦୃଶ୍ୟ...
ଠିକ୍ ରେ ଭାବିଲେ ଦେଖିବାକୁ ମିଳିବ
ଛାତ୍ରଛାତ୍ରୀ ମାନେ ଏଠାକାର ଶସ୍ୟ...
ମୁଁ ନିଜକୁ ଟିକେ ଭାବିକି ଦେଖିଲେ
ଲାଗେ ଭାରି ମୋତେ ଲାଜ...
ହେଲେ ଏଠି ପିଲାମାନଙ୍କୁ ଖୁସିରେ ଦେଖି
ମୁଁ ବି କରେ ତାଂକ ସହିତ ମଉଜ...
ସୁବିଧାଜନକ କିଛି ନ ଥିବାରୁ
ଛାତ୍ରଛାତ୍ରୀଙ୍କୁ ଅସୁବିଧା ହୁଏ...
ଜଦି ସୁବିଧା ଥାଆନ୍ତା ଏଠି
ମୁଁ ନିଜକୁ ଧନ୍ୟ ମନେ ପାଏ...
ନାହିଁ ଏଠାରେ ବଗିଚା ନାହିଁ
ନାହିଁ ଏଠାରେ ଭଲ ଖେଳ ପଡ଼ିଆ...
ସେଥି ପାଇଁ ବାର୍ଷିକ କ୍ରିଡ଼ା ସମୟରେ
ହୁଏ ଭାରି ଅଡୁଆ...
ହଷ୍ଟେଲ ନ ଥାଇ ମଧ୍ୟ...
ପାଠ ପଢା ଠିକ୍ ରେ ଚାଲେ
ହଷ୍ଟେଲ ଥିଲେ ଏଠି ଭଲ ହୁଅନ୍ତା
ମୁଁ ନଥାନ୍ତି ତଳେ...
କହନ୍ତି ଲୋକେ ଏହି କଲେଜ୍ ଖରାପ ବୋଲି
ହେଲେ ନଥାଏ କାହାର ଧ୍ୟାନ...
ନାମ ଲେଖାଇ ପାଠ ପଢିଲେ
ଏଠି ଆହରଣ କରନ୍ତି ଅନେକ ଗ୍ୟାନ...
ଏହି କଲେଜର ଛାତ୍ରଛାତ୍ରୀ
କେତେ ଯେ ବଡ଼ଲୋକ ହେଲେ..
ଚାକିରୀ କରି,ଘର ସଂସାର କରି
ମୋତେ ସେମାନେ ଭୁଲି ଗଲେ...
ମୋ ପାଇଁ କାହାର ନାହିଁ ସମୟ
ନାହିଁ କାହାର ଚିନ୍ତା...
ସେଥି ପାଇଁ ଲୋକେ ମୁଁ ଖରାପ ବୋଲି
କେତେ ଯେ କରନ୍ତି ବାର୍ତ୍ତା ..
କେସିଙ୍ଗା କଲେଜର ଅବସ୍ଥା
ଅଛି ସମସ୍ତଙ୍କୁ ଜଣା ...
ସମସ୍ତେ ମିଶିକି ସାହାଯ୍ୟ
କଲେ ହେବନି କାହାର ଉଣା ...



0 Comments