ଝକେର୍ - ରମାକାନ୍ତ ସିଂ ସାହାଣୀ




ଅଷାଢ଼୍ ସରି ସରାବନ୍ ସର୍ ଲା
ବରଷାର୍  ଦେଖା ନାଇଁ
ହେଲେ ଇ ଝକେର୍ ପାଏନ୍ କେନ୍ତାକରି
ଦିନ୍ ରାଏତ୍ ଯାଏସି ବୁହି  ll
ନାଇନ ମେଘ କି ନାଇନ ଧୁକା
କଲା କରି ବାଦଲ୍ ଆନ୍ ସି 
ଯେତେଦିନର୍ ସେ ରଖଲା ଟାକେ
ଘାଏକେ ବୁହେଇ ଦେସି  ll
ବରଷୁ ଥିସି ବରଷୁ ଥିସି 
ରକ୍ ଗଲାତକ ତାକେ
ମନ୍ ଭରିଗଲେ ଆପେ ଆପ ତାର୍
ବୁଝେଇ ଦେସି ମନକେ  ll
କେତେହେଲେ ସେ ବର୍ଷୁ ଥିବା
ଦିନ୍ ରାଏତ୍ ସଞ୍ଜ୍ ସକାଲ୍
ମେଘ୍ ଫାକି ଗଲେ ବାଦଲ୍ ଫାକବା
ସରଲେ ତାର୍ କାଲ୍  ll
ନାଇଁ ଭିଜେରେ ନାଇଁ ଭିଜେରେ
ଝକେର୍ ପାଏନି ଥି ଆଉ
ଜୀବନ ଯଦି ମୋର ଉଦା ହେଇ ଯିବା
କିଏ ପୁଛବା ଆଉ  ll

ରମାକାନ୍ତ ସିଂ ସାହାଣୀ
ଜୁଜୁରାଙ୍ଗ,କେସିଙ୍ଗା,କଳାହାଣ୍ଡି

Post a Comment

0 Comments