ଜୀବନ - ଶରତ ମନହିରା






ମନୁଷ ଜୀବନ ବତୀ ଭଳିଆ l କେତେ ବେଳେ ପବନ ଆଇ କରି
ତାକେ ଲିଭି ଦେବା ସେ କଥା ନାଇଜାନି ପାରେ l ଆଜି ସେନ୍ତା ଖମନ, ଜଙ୍ଗଲ ଥି ଥିବା ର ମନୁଷ ର କଥାନି କହୁଁଛେ l ତାର ନାଁ ଭରତ ମାଝି l ସେ ଆଦିବାସୀ ପରଜା ଟେ l ମାକଡ ଲେଖେଇଁ ଜିଉଁ ଥିସି, ବିକାଶ ର ବହୁତ ପଛେ ତାର ଜୀବନ l ଯାହା ହେଲେ ବି ସେ ଚାଷ କାମ କରୁଥିସି l ସକାଳୁ - ସଂଜ ଯାଏଁ କ୍ଷେତ ତି କରିସି ଆରୁ ଘର କେ ଫିରସି l ବୁଆ ତାର ରୋଗୀଣା l ମାଆ ବୁଢ଼ୀ ହେଇଥିସିନେ l ସେଥି ଲାଗି ଏକଲା କାମ କରୁଥିସି l ଇ ତିନ ଟା ଲୋକ କେ ନେଇ କରି ତାର
ଜୀବନ ଯାତ୍ରା ଆଏ l ଖରା, ବରଷା, ଶୀତ କେ ସହି କରି ହଲଧରିକରି ଠିକ ସମିୟା ତି ଧାନ, ମଡିଆ, ଚନା
ଆଦି ଅମଳ କରି କରି ତାକେ ବଜାର କେ ନେଇ କରି ବିକି ଯାହା ପାଏ ସେଥିରେ ତାର ଘର ଚଳିଯାଏ l ତାର ସାଙ୍ଗେ - ସାଙ୍ଗେ ମା'ବୁଆ ର
ସେବା କରୁଥାଏ l






ଏନ୍ତା ପାଁଚ ବରଷ ବିତି ଯାଏସି l ସେତେବେଳେ କଳା ବାଦଲ ଆଇସି l ମାଆ ଆରୁ ତାର ବୁଆ ମରିଜାଇ
ସନ l କିରିଆ - ଦଶା କରବା ଲାଗି ସେ ଦୁଇଦିନ ଥିସି ନେ ସବୁ କାମ ସରିଥି ଆରୁ ଯେତେବେଳେ
ପାଖ ଜଙ୍ଗଲ କେ ଖଲି ଆନି ଜାଇସି
ସେତ କି ଟେମ କେ ନାଗସାପ ଚାବିଦିଶି l ବିଚରା ସେ ଥାନେ ମରି
ଜାଇସି l





ଯେତେବେଳେ ତାର ଦେହେ ଯମ ନିକେ ପହଂଚସି ଯମ ତାକେ ଆସନ ନେ ବାସାସି l ସେତେବଳେ ଭରତ
କହିସି - " ଆଜ୍ଞା ଆପଣ ମୋତେ ଆଜ କେ ପୂଜା କରୁଛ କାଏଁଜେ
ଯମ ରାଜା କହିସି - " ତୁଇ ଜୀବନ ସାରା ମା " ବାପା ର ସେବା କରୁଛୁ
ସେଥିର ଲାଗି l ତା ପରେ ଯମ
ତାକେ ବର ଦିଶି - ଆର ଜନମେ ତୁଇ ରାଜା ହେବୁ ଆରୁ ପରଜା କେ
ଆହୁରି ଭଲ କରି ରଖବୁ l ଏତକି
କହି କରି ପୁଣ୍ୟ ସେ ଆତ୍ମା ପଳେଇ
ଜାଇସି l



ଇ କଥାନି ନୁ ଇ କଥା ଶିଖଲୁ ଯେ
ଯେନ ମା - ବାପା ର ସେବା କରୁଥିସି
ସେ ସବୁ ଜନମ ତି ସବୁ କରମ ତି
ମହାନ ହେସି l





ଶରତ ମନହିରା
ଜାମଖୁଣ୍ଟା ( ବଲାଙ୍ଗୀର )

Post a Comment

0 Comments