ମାଖୁନୁ ଜଣେ ଛୋଟ୍ ଜାତିର୍ ପିଲା ହେଲେ ସେ
ତାକର୍ ଗାଁ'ରର ବଡ୍ ଜାତିର୍ ଟୁକେଲ୍"ଫୁଲ୍'ଟୁଲି"କେ ଭଲ୍ ପାଉଥିଲା ଆଉ ଫୁଲ୍'ଟୁଲି ଭି ମାଖୁନୁ କେ ଭଲ୍ ପାଉଥିଲା । ଦୁହେଁ ଦୁହିଁଙ୍କୁ ଜୀବନ୍ ଦିଆନିଆ ଭଲ୍ ପୁଆପୁଇ ହେଉଥିଲେ ।ବିହାହେବେ ତ ଦୁହେଁ ଦୁହିଁକୁ ବିହାହେବେ ନାଇଁ ହେଲେ ମରିଯିବେ ବଲିକରି କରିଆଁ କରାକରି ହେଇଥିଲି ମନ୍ଦିର୍ ଠାନେ।
ମାଖୁନୁ ପୁରା ସୁତସାତର୍ ପିଲା ସେ କାହାର୍ ଲନର୍ ଫନର୍ ଯାନେ ନାଇଁ। କାହାର୍ ଛିଡ୍'ଲା, କାହାର୍ ପୁଡ୍'ଲା, କାହାର କାଣା ହଜ୍'ଲା ସେ ସବୁ କିଛି ଧିଆନ୍ ନାଇଁ ଦିଏ। ମାଖୁନୁ ଖାଲି ଫୁଲ୍'ଟୁଲି ଆଉ ନିଜର୍ ଘରର ଚାଷ୍'ବାଡି କେ ଧିଆନ୍ ଦେସି
ଦେଖୁନ୍ ଦେଖୁନ୍ ଦୁହିକର୍ ପିଆର୍ ବନେ ଦିନ୍ ହେଇଗଲା। ତାକର୍ ବୟସ ଭି ବିହା ହେବାର୍ ଲେଖେ ହେଇଗଲା। ମାଖୁନୁ ଦିନେ ଫୁଲ୍'ଟୁଲିର୍ ଘର୍'କେ ଯାଏସି ଆଉ ଫୁଲ୍'ଟୁଲିର୍ ବୁଆକେ ଫୁଲ୍'ଟୁଲି ରର ହାତ୍ ମାଗ୍'ସି ମୁଇଁ ଫୁଲ୍'ଟୁଲି ଟେ ଭଲ୍ ପାଏସା ତାହାକେ ବିହା ହେମି ବଲିକରି। ହେଲେ ଫୁଲ୍'ଟୁଲି ରର ବୁଆ "ଟେଙ୍ଗୁନୁ" ତାହାକେ ମନା କରିଦେସି ଆଉ କହେସି ତୋରା ସାହାସ୍ କେନ୍ତା ହେଲା ମୋର୍ ଘର୍'କେ ମୋର୍ ଝି'ରର ହାତ୍ ମାଗି ଆଏବାର୍ ଲାଗି ,ତୁଇଁ ଛୋଟ୍ ଜାତିର୍ ପିଲା ତୋର୍ ଓକାତ୍ ରୋ ରହ ଆମର୍ ବରାବରି କେଭେ କରି ନାଇଁ ପାରୁ। ସେ ସବୁ କଥା ସୁନିକରି ମାଖୁନୁ
ଘର୍'କେ ପଲେଇ ଆଏଲା ,ଆର ଦିନ ଫେର୍ ଥରେ ଗଲା ଭାଏଲ୍ ଆମର୍ କଥା ସୁନ୍'ବେ ମତେ ବୁଝ୍'ବେ ଭାବିକରି ହେଲେ କିଛି ଫରକ୍ ନାଇଁ ପଡ୍'ଲା ।
ଫୁଲ୍'ଟୁଲି ସେ ସବୁକଥା ସୁନୁଥିଲା। ତାର୍ ବା'ଆଉ ମାଖୁନୁ ରର ସବୁ କଥା। ଫୁଲ୍'ଟୁଲି ଭି ତାର୍ ବା'କେ କହେଲା କା ମୁଇଁ ଭି ଟେଙ୍ଗୁନୁ କେ ବହୁତ୍ ଭଲ୍ ପାଏସି।ଫେର୍'ଭି କିଛି ଫରକ୍ ନାଇଁ ପଡ୍'ଲା।
ଶେଷ୍'କେ ଦୁହିଁ ଜଣ ଫଏସେଲା କଲେ କି ଆମ୍'କୁ ଦୁହିଁ ଜଣ୍'କୁ ଇ ଦୁନିଆଁ ଜି'ନାଇଁ ଦିଏ
ଆମର୍ ଜୀବନ୍'ଥି ଇ ଜାଏତ୍ ଭେଦ୍'ଭାବ୍ କଟାଁ ହେଇକରି ଗୁରେହି ହେଇ ଯାଇଛେ ଭାବସନ୍ ମନେ
ଆଉ ଶେଷ୍'କେ ଦୁହିଁଜଣ ତାକର୍ "ଜୀବନ୍" ହାରିଦେଲେ।
ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର




0 Comments