ବହୁତ୍ ଦିନୁଁ ଥରେ ପୁର୍'ନାଁ ବନ୍ଧୁ କଲେଜ୍ ଛାଡିବାର୍ ଗୁର୍ଦୁ ଦିନ୍ ପରେ ତାକର୍ ସାଙ୍ଗେ ଭେଟ୍ ହୋଇଥିଲେ ରବୀନ୍ଦ୍ର, ପ୍ରାତାପ, ପ୍ରତାପ, କରୁଣା ନିରଞ୍ଜନ, ଭୁଲାରାମ ଆର୍ ଉତ୍ତମ ସେମାନେ ନିଜର୍ କଲେଜ ରୁ ଗୁଟେ ପ୍ରଫେସରଙ୍କୁ ଭେଟ୍'ବାର୍ ଲାଗି ଗଲେ | ପ୍ରଫେସର ସେମାନ୍'କୁ ଗୁର୍ଦୁଟେ ସ୍ୱାଗତ୍ କଲେ ଆର୍ ସମସ୍ତେ କଥାବାର୍ତ୍ତା ଆରମ୍ଭ ହେଲେ | ପ୍ରଫେସର୍'ଙ୍କର୍ ସବୁ ଛାତ୍ରମାନେ ସେମାନେ ନିଜର୍ ଜୀବନ୍ ରେ ସଫଳ୍ ହୋଇଥିଲେ | ପ୍ରଫେସର ସବ୍'କୁ ତାକର୍ ଜୀବନ୍ ଆର୍ କାମ୍ କାଣା କର୍ସନ୍ ବଲି ପଚ୍'ରାଲେ | ସଭେ କହେଲେ ଯେ ନିଜର୍ ନିଜର୍ କ୍ଷେତ୍ର ରେ ଭଲ୍ କରୁଛନ୍ | ସ୍କୁଲ୍ ଆର୍ କଲେଜ୍ ରେ ହିଁ ସେମାନ୍'କର୍ ଜୀବନ୍ ଟା ସଫଳ୍ ହେଇଛେ ବଲି କହିଥିଲେ |
ରନ୍ଧା ଘରେ ଗୁର୍ଦୁ ଟେ କପ ଥୁଆହେଇଥିଲା | ସଭେ ରନ୍ଧା ଘର୍'କେ ଯାଇ ରନ୍ଧା ଘରେ ପଡ଼ିଥିବାର୍ ଗୁର୍ଦୁ କପ୍'ରୁ ନିଜର୍ ଲାଗି ଗୁଟେ କପ୍ ଚାହା ଆନ୍'ଲେ | ଯେତେବେଳେ ସେମାନେ ଚାହା ପିଲେ ପ୍ରଫେସର୍ କହେଲେ - "ମୁଇଁ ତୁମର୍ ମାନ୍'କର୍ ଗୁଟେ ସତ୍ କଥା କହେମି | ତୁମେ ସଭେ ରନ୍ଧା ଘରୁ ମହଙ୍ଗା କପ୍ ଟା ଆନିଛ | ତୁମେ କିହେ ଶସ୍ତା କପ୍ ନି ଆନି " |
ପ୍ରଫେସର୍ ଫେର୍ କହେଲେ - " ଚାହା ଯେନ୍ ଥି ପିଲେଁ ସୁନ୍ଦର୍ ଦିଶୁଥିବା ଚାହା କପ୍ ସୁନ୍ଦର୍ ନି କରେ ଆମ୍'କେ ଭଲ୍ ଚାହା ଦରକାର୍ ଭଲ୍ କପ୍ ନେଁସେ " | ଆମ ଜୀବନ୍ ଚାହା ଆର୍ ଚାକିରି ବାଗିର୍ , ଦୁନିଆଁରେ ଟଂକା ଆର୍ ସମ୍ମାନ୍ ଇ କପ୍ ବାଗିର୍ କପ୍ ବାଗିର୍ | ଜୀବ୍'ନେ ବଂଚ୍'ବାର୍ ଲାଗି ଚାକିରି ଆର୍ ଟଂକା ଦରକାର୍ ଇଟା ଗୁଟେ ଜୀବନ୍ ନେଁସେ |
କେଭେ କେଭେ ଆମେ ଗୁଟେ ମହଂଗା ଆର୍ ସୁନ୍ଦର୍ ଦିଶୁଥିବାର୍ କପ୍ ଭିତ୍'ରେ "ଚାହା " ଭୁଲି ଯେଁଶୁ | ଯେନ୍ତା କି ଚାହା ର ସୁଆଦ୍ ଚାହା କପ୍ ରେ ନେ ତାର୍ ସୁଆଦ୍ ନି ନିର୍ଭର୍ କରେ | ଚାହା ବାନାବାର୍ ପ୍ରଣାଳୀ ଉପ୍'ରେ ନିର୍ଭର୍ କର୍ସି ସେନ୍ତା ଜୀବନ୍ ବି ସୁଖ୍ ଟଂକା ଉପ୍'ରେ ନିର୍ଭର ନି କରେ ଜୀବନ୍ ର ଚାଲି ଚଳନ୍ ବେଭାର୍ ଠିକ୍ ଥିବାର୍ କଥା | ପ୍ରଫେସର୍ ର ସାଙ୍ଗେ କଥା ବାର୍ତ୍ତା ହେଲା ପରେ ସେମାନେ ତାକର୍ ଘର୍ ମାନଂକୁ ପଳେଇ ଆସିଛନ୍ ଆର୍ ଜୀବନ୍ ବେଳେ କାଣା ଯେ ବୁଝି ପାଇଛନ୍ |
✍️ ଆକାଶ ସାହୁ ଜିଲ୍ଲା- ସୁବର୍ଣ୍ଣପୁର
ଗାଁ- ସୁଲେଇ




0 Comments