କେତେ ବଛରର୍ ତଲର୍ କଥା, ସେମେଲପାଲି ଗାଁ ନ,ଅର୍ଜୁନ୍ ଗଂହଟିଆ ବୋଲି ଲୋକ୍ ଟେ ଥିଲା। ଦେଖବାରଥି ଧୋବ୍ ଫର୍ ଫର୍ ମୁନୁଷ୍ ଟେ,ହେଲେ ତାର୍ ମନ୍ ଟା ପୁରା କଲିଆ ଥିଲା। କେତେ ଜମିନର୍ ମାଲିକ୍ ଆର୍ କେତେ ବଡ଼ ଘର୍ ଦ୍ୱାର୍ । ସେ ଘରେ ଥିଲେ ତାର ବୁଢ଼ୀ ମାଆ, ତାର୍ ଘରନି ଆର୍ ଜୁଡ଼େ ଛୁଆ। ଜୁଡ଼େ ଛୁଆ ଭିତରେ ଗୁଟେ ପୋ ଆର୍ ଗୁଟେ ଝି। ଝି ଟା ପଢ଼ା ଥିନ୍ ବଡ଼ା ହୁସିଆର୍ ଥିଲା।
ପୋ ପଢୁଥିଲା ନଅ ଆର୍ ଝି ପଢୁଥିଲା ଆଠ୍। ହେଲେ ଅର୍ଜୁନ୍ ତାର୍ ପିଲା ଛୁଆର୍ ଲାଗି ପାଏସା ଖର୍ଚ୍ଚା କାରବାରକେ ନାଇଁ ଚାହେଁ।ସେଥିର୍ ଲାଗି ପିଲା ଛୁଆ ଭଲ୍ ପାଟ୍ ପଢ଼ଲେ ଘଲେ, ଟିଉସନ୍ କେ ବି ନାଇଁ ଛାଡ଼େ।ତାର୍ ପାଏସା ସାରିଯିବା ବଲି।
ଅର୍ଜୁନର୍ ଜୀବନ୍ ଥିଲା ତାର୍ ପଏସା।ପାଏସା ଲାଗି ଅର୍ଜୁନ୍ ନିଜେ ବି ଭଲ୍ ମନ୍ଦ୍ କିଛି ଖାଏନି କି ଭଲ୍ କପଡ଼ା ଟେ ପିନ୍ଧେନି।ତିହାର୍ ବାହାର୍ ହେଲେ ବି ଛୋଟ୍ ମୋଟ୍ ହିସବେ ତିହାର୍ ମାନବା କେ ଘରେ କହେ।ଆର୍ ଜାହିଁ ତାହିଁ କରି ତିହାର୍ ବାହାର୍ ମାନି ନିଅନ୍।
ଯୋଗୀ ଭିକାରୀ କି କାହାକେ ଏକ୍ ଟଙ୍ଗା ବି ନାଇଁ ଦିଏ ଅର୍ଜୁନ୍।ସବ୍ ଧନ୍ ସମ୍ପତ୍ତି କେ ଲୋଭ୍ କରି କରି ରଖିଥାଏ, ତାପନେ ଭଲସେ ରହେ ନେଇ କି ଘରର୍ ଲୋକ କେ ବି ଭଲସେ ରଖେ ନେଇ। ହେଲେ ଗାଁର୍ ଅଖର୍ ପାଖର୍ ସଭେ ଜାନନ୍ ଯେ ଅର୍ଜୁନ୍ ନେ ବୋହୁତ୍ ଧନ୍ ସମ୍ପତ୍ତି ଅଛେ ବୋଲି ।
ଦିନକର୍ କଥା ଖରା ଦିନର୍ ରାତି ,ଡାକୁ ମନେ ସମଲେ ଅର୍ଜୁନ୍ ର ଘରକେ।ଘରର୍ ସବ୍ ଲୋକ୍ କୁ ଗୁଟେ କୋଠରୀ ଥିନ୍ ଭର୍ଲେ ଆର୍ ଅର୍ଜୁନ୍ କେ ସବୁ ପାଏସାପତର୍ ଦେବାରକେ କହଲେ।ହେଲେ ଅର୍ଜୁନ୍ ନାଇଁ ଦିଏ ବୋଲି ଜିଦ୍ କଲା ।ଅର୍ଜୁନ୍ କେନ୍ ଠାନେ ପଏସା ରଖସି ସେଟା ଘରର୍ କାହାକୁ ଜନା ନାଇଁ ଥାଇ ।କି ଅର୍ଜୁନ୍ କେ ଯେତେ ମାଗଲେ ବି ନାଇଁ ଦେଇ।ଡାକୁ ମାନେ ରିଶା ହେଇ ଅର୍ଜୁନ୍ ସଂଗେ ତାର୍ ପରିବାରକେ ଦେଲେ ଗୁଲି ମାରି।
ଝନେ ଝନେ କରି ଅର୍ଜୁନ୍ ସଂଗେ ତାର୍ ପରିବାରର୍ ଜୀବନ୍ ଗଲା ସରି। ଅର୍ଜୁନ୍ ର ଲୋଭ୍ ତାର୍ ସଂଗେ ଚାରି ଜୀବନ୍ କେ ନି ଗଲା।
ଶିକ୍ଷା-(ଇ କଥାନୀ ନୁ ଆମକେ ଇଟା ଶିକ୍ଷା ମିଲଲା ଯେ ଜୀବନ୍ ନେ ଲୋଭ୍ କେଭେଁ ନାଇଁ କାରବାର୍ କଥା।)
ଲୋଭ୍ ହୋଉଛେ ମୁନୁଷ୍ ଜୀବନର୍ ସମକୀରରନୁ ବଡ଼ ଶତ୍ରୁ ।
ସୁରଭି ସାହୁ,ନୂଆପଡ଼ା ,ଉଦ୍ୟାନବନ୍ଧ




0 Comments