ଜଙ୍ଗଲ - ଗୌରୀ ମେହେର


ହଲ ଚଲ୍ ନେଇ, ଅଚଲ୍ ମୁଇଁ ଯୁଗ ଯୁଗ୍ ଥିସିଁ ଠିଆ!!! 
ଗଛ୍, ପତର୍, ନଏଦ୍, ଝରଣା ସବକେ ହେସିଁ ସାହା।।। ୧
ଗଛ୍, ଡାଲ୍, ଘୁପୁଟ ହେଲେ ମୁଇଁ ସୁନ୍ଦର ଦିଶଶିଁ!!! 
ଶାଗୁଆ, ଶାଗୁଆ ମୋର୍ ଚେହେରା କେତେ କୋଶୁନ୍ ଝଟକୁଥିସିଁ।।। ୨
ଚେରେ, ଚିରାଂଗୁଲର୍, କିଚିରିମିଚିରି ଗୀତ୍ ମଖେ ଦେସି ବଡା ସୁଖ୍!!! 
ବାଘ୍, ଭାଳୁ ଜୀବଜନ୍ତୁ ମୋରଥି ବସାକଲେ ଭୁଲି ଯେସିଁ ସବୁ ଦୁଖ୍। ୩
ଚାଁହାର୍, କେନ୍ଦୁ, ଜାମ୍ ସୁଆଦ୍, ସୁଆଦ୍ ଫଲ୍ ଦେସିଁ ସବକେ ପରସି!! 
ଓଷ, ପତର୍, କାଠ, ଚେର୍, ମୂଲ ମୋର୍ ଦୁନିଆ କେ ବାହାଁଟୁଥିସିଁ।। ୪
ଅମ୍ଲଜାନ ଦେସିଁ, ପେନ୍ ମରାସିଁ ଶୀତଲ୍ ପବନ୍ ବି ବୁହାସିଁ!! 
ମାତର୍ ମୋର୍ ଗୁଣ୍ କେ ମଣିଷ ନି ଜାନବାର୍ ମଖେ କାଟି ଟାଂଗ୍ରି କରିଦେସି।।। ୫
ଗୋଡ୍, ହାତ୍ ମୋର୍ କାଟଲା ବାଇ ଗାଡି ଗାଡି କାଠ କାଟି ବୁହିନେସି! 
ଝରନା ନେ ବି ପେନ ବି ଶୁଖିଯିକରି ଶୁଖା ଖଡଖଡା ଦିଶଶିଁ।।। ୬
ମାକର୍, ଭାଲୁ ଆରୁ ନି ଦିଶବାର ନା ମୋର୍ ଘର୍ ଛିନା ଲାଗସି!! 
ଯେନ ଲ ଦେଖଲେ ଖାଲି ପଖାନ୍ ଗଦା ଜଲି ପୋଡି ମରୁଥିସିଁ।। ୭
ଗଛ, ପତର୍ ଥିଲେ ସନେ ଫଲ୍, ଫୁଲ୍ ଥିତା ଆରୁ ସୁନ୍ଦର ଦିସତି ମୁଇଁ! 
ସବୁ ଗଛ୍ କେ କାଟି ତୋ ଟଟୋ ଟାଂଗ୍ରି କଲେନା ଆରୁ ନି ପାରୁଛେ ନା ସହି।।। ୮
ଖନେକ୍ ବି ତମର୍ ଦୟା ଅଛେ ବେଲେ ବଚେଇ କରି ରଖ ମଖେ! 
ଗଛ୍ ଗୁଟେ ଗୁଟେ ଲଗେଇକରି ଜଂଗଲ୍ ସଂଗେ ସଂଗେ ସୁରକ୍ଷା କର ନିଜକେ।। ୯
ଆଗର୍ ବାଗିର୍ ହସି ଖେଲି ସୁଖେ ଦିନ୍ ଯିବା ବିତି ମୋର୍!! 
ମୁଇଁ ବଚଲେ ଦୁନିଆ କେ ବଚାମି ସବକେ ଭାବି ନିଜର୍  ।।।। ୧୦


ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା

Post a Comment

0 Comments