ମରନ୍ ବଏଲେ ଜୀବନ୍
ଉଖରେଇ ଦେଖ୍
ଦେହେ ଶକତ ଥିବାର୍ ତକ୍
ମରନ୍ ଫୁନି ଖସରିତେଲ ଯିବା ll
ବମଡ୍ ଲେସିଥି କେନ୍ ଟୁଁଣ ଥେବ୍'ବା
ଭେଣିଆବୋଧ ଦେଇକିନା --
ଯେନ୍ତୀ ସେନ୍ତି ପାହାରେ ପଡୁ ନି ପଡୁ
ଗୁଟା ଜୀବନ ଖାର୍ ହେବାର ଥିଲେ ହେବା ll
ବଦଲିବାର୍ ଅଛେ ରଙ୍ଗ ଢଙ୍ଗ ବଲିତ
ଭଲ୍ ଲୁକିଆ ଇନେ ସଭେଁ
କୁର୍ଟାମୁଡା କ କି ଭୁର୍ଷାମୁଡା
ଠୁଟି ବୁଟିର ସପନ୍
ଅଫଗୁନିଏର ଗୁନ୍ ଚଲନ୍
ଅଦ୍'ରା ଖଚ୍'କା ଜୀବନ୍
ଇଛନ୍ ସଭେ ବର୍କସ ହେଇ ଚାଲିଛତ୍ ll
ସପନ୍ ଫୁନି ସତ୍ ହେବା
ଜୀବନ ଉଦଲି ଉଠବା
ବେଲ୍ ବୁଢବାର ଭିତ୍'ରିଆ
ବେଲ୍ ଉଦ୍'ବା ll
ମନ୍'କେ ଗଏଁଟ୍ ମାରଲେ
ସପନ୍, ଜୀବନ୍, ମରନ୍
ଉକ୍'ରିତେଲ ଝାଲ୍ ଭିତରେ
ଜୀବନ୍ ଫୁନି ପାଁହାଁଲିତେଲ ଯିବା ll
ତପନ କୁମାର ସାହୁ
କଳାହାଣ୍ଡି
ମୋ- ୭୩୨୮୦୦୧୫୭୫



0 Comments