ଟୁକେଲ - ପୁର୍ଣିମା ପଣ୍ଡା


ଜନକ୍ ରାତିର୍ ଉକିଆ ତୁଇରେ
ତୋର୍ ବିନା ଅନ୍ଧ ମୁଁଇ 
ଝି ମୋର୍ ତୁଇ ଜୀବନ ଆଏରେ
 ମାଁ ତୋର୍ ଆଏ ମୁଁଇଁ 
ଦିହି ଦୁଇସିନା ମନ୍ ଗୁଟେ ଆଏରେ
 ଦୁଃଖ ବୁଝାମନ୍ ତୁଇ 
ବାପର୍ ମାନର୍ ବାନା ଆଏରେ 
ମାଁ ଦିହର୍ ତୁଇ ଛାଇ 
ଘର୍ କେ ସରଗ୍ କରିଦେଶୁ ସୁନା 
ସେନେହ ଶର୍ ଧା ଦେଇ 
ମାନସନ୍ ମାନ୍ ପାଏଲି ତୋର ଲାଗି
ଯଶ୍ ରଖିଦେଲୁ ତୁଇ
ଦୁହି କୂଲକେ ମାନ୍ ମହତ ରଖଛୁ
ଟୁକେଲ୍ ତୁଇ ଶିତଲ ଛାଇ
ଛାଡିନାଇଯିବୁ ନାଇଁ ମୋର ଧନମାଲି
ପରାନ୍ ଧନ୍ ମୋର ତୁଇ
ଟୁକେଲ ତୁଇ ଧନ୍ ଗରବ ରେ ମୋର
ତତେ ପାଇ ଧଏନ୍ ମୁଇଁ

        ପୂର୍ଣ୍ଣିମା ପଣ୍ଡା
      ପେଲେସ ଲାଇନ 
         ବଲାଙ୍ଗୀର

Post a Comment

0 Comments