ପଶ୍ଚ୍ୟାତାପ - ସରିତା ମହାନ୍ତି




ଆଜି ତମ କଥା ଭାରି ମନେ ପଡୁଛି ଆଲୋକ । ଜୀବନ ର ବ୍ୟସ୍ତତା ଓ  ବେପରୁଆ  ମାନବୃତ୍ତି ଯୋଗୁଁ  ମୁଁ ତମପରି ଗୋଟେ ଭଲପାଉଥିବା ସ୍ବାମୀ କୁ ହରେଇଦେଇଛି ଏଥିପାଇଁ ତମକୁ  ଦୋଷ ଦେବିନି.. ମୁଁ ହିଁ ଦାୟୀ ଆଜି ର ଦୁଃଖ ଓ ନିସହାୟ ଜୀବନ ପାଇଁ।    ଆମ ଜୀବନ ର ନୂଆ ନୂଆ କଥା   ତମେ କହିଥିଲ ମୁଁ ତମକୁ ବହୁତ୍ ଭଲପାଏ ଦିପା ଆମେ ଦୁହେଁ ଗୋଟିଏ ଛୋଟ ଘର ବନେଇବା ପୁରୀ ରେ ,ପିଲାଦିନୁ ପୁରୀ ପ୍ରତି ଆଲୋକଙ୍କ ବହୁତ୍ ଭଲପାଇବା । ଏବଂ ସେଇ ଘର ର ଗୃହଲକ୍ଷ୍ମୀ ହେବ ତୁମେ । ମୁଁ ଜୀବନ କୁ ବଞ୍ଚିବାକୁ ଚାହେଁ ଦୀପା । ଏମିତି ସମସ୍ତଙ୍କ ପରି  ଚାକିରି ତାପରେ ଅବସରପ୍ରାପ୍ତ ର regular life ମୁଁ ବଞ୍ଚିବାକୁ ଚାହେଁ ନି । ଅଫିସ ରୁ ଆସିଲେ ବାଲକୋନୀ ରେ ମିଶିକି ଚା ପିଇବା ଓ ବହୁତ୍ ଗପିବା , evening walk ରେ ସମୁଦ୍ର କୂଳ କୁ  ଯିବା, ମୁଁ ତମକୁ ରୋଷେଇ ରେ ସାହାଯ୍ୟ କରିବି,ଆଉ weekend ରେ ଖୁବ୍ ବୁଲିବା ସେଦିନ ଆଉ ରୋଷେଇ ଫୋଷେଇ କିଛି ନାହିଁ ରେଷ୍ଟୁରାଣ୍ଟ ରେ ଖାଇବା ,ସିନେମା ଦେଖିବା ଆଦି... ଆଉ retirement ପରେ ତ ଆଉ ଅଫିସ୍ ଯିବାକୁ ପଡ଼ିବନି , ଛୁଆ ପିଲାଙ୍କୁ କୁ  ଠିକ୍ ଠାକ୍ ଥଇଥାନ  କରିଦେଲା  ପରେ ସମୟ ଆଉ ସମୟ । ତମେ କେତେ କଣ୍ planning ନକରି ଥିଲ ଆଲୋକ । ଆଉ ମୁଁ ବି ସବୁକଥା ରେ ରାଜି ହୋଇଯାଉଥି ଲି ।
                        କିନ୍ତୁ ମୋର ସେତେବେଳ ର ରାଗ ଓ ଡିଗ୍ରୀ  ଗର୍ବ ର ଚାପ  ଆଗରେ ତମ ସ୍ବପ୍ନ କେତେବେଳେ କୋଉଠି ଦବିଗଲା ତାହା ମୁଁ ଏବେ ଅନୁଭବ କରୁଛି।
 
          ଆଲୋକ ଆଉ ମୁଁ ଏକାଠି ବାଣୀବିହାର ରେ psychology ରେ  P.G. କରୁଥିଲୁ । ସେତେବେଳେ ଝିଅ ମାନେ ଏତେ ପାଠ କୋଉଠି ପଢ଼ୁଥିଲେ , graduation ସରିବା ପରେ ପରେ ପ୍ରାୟ ସମସ୍ତେ ବାହା ହେଇଯାଉଥିଲେ । ଖୁବ୍ କମ୍ ଝିଅ ଆଗକୁ ପଢ଼ୁଥିଲେ ଆଉ ସେମାନଙ୍କ ଭିତରେ ମୁଁ ଥିଲି ଜଣେ ଆଉ ମୋର ବି ଇଛା ଥିଲା ଏକ lecture  ହେବା ପାଇଁ  । ଆଲୋକ ଖୁବ୍  ଭଲ ଥିଲେ ପାଠ ରେ ଆଉ ପାଠ ଅନୁସାରେ ବି ସେ ସମସ୍ତଙ୍କ ମନ କଥା ଠିକ୍ ବୁଝିପାରୁଥିଲେ । ଆଲୋକ ସବୁ କ୍ଷେତ୍ର ରେ ଆଗୁଆ ଥିଲେ କଲେଜ ରେ । ଯେତେ ଚେଷ୍ଟା କଲେ  ବି ମୁଁ ଟପି ପାରେନି ଆଲୋକ ଙ୍କୁ, ସବୁବେଳେ ସେକେଣ୍ଡ ମୁଁ ଆଉ first ହୁଅନ୍ତି ଆଲୋକ ମୋତେ ତ ଭାରି ରାଗ ଆଉ ଈର୍ଷା ମାଡ଼େ କିନ୍ତୁ କଣ୍ ବା କରିପାରିବି ମୁଁ ସବୁଥର ହାରିଯାଏ। ଏମିତି ଗୋଟେ ବର୍ଷ ରାଗ ଋଷା ରେ ବିତିଗଲା ଏବଂ  ଆଲୋକ ଓ ମୋ ଭିତରେ କେତେବେଳେ ଏତେ ଭଲପାଇବା ଆସିଗଲା ତାହା ମୁଁ ଜାଣିପାରିଲି ନାହିଁ । ସତେ ଯେମିତି ଲାଗୁଥାଏ ଜୀବନ ରେ ସବୁକିଛି ମୁଁ ପାଇଯାଇଛି , university ର ସମସ୍ତ ଝିଅ ଯାହାକୁ ପସନ୍ଦ କରନ୍ତି ତାଙ୍କ ପସନ୍ଦ ଯେ ମୁଁ  ,ଓଃ how lucky I am ! ଏମିତି ଭିତରେ ଆମର ପାଠ ପଢା ସରେ ଓ ଆମେ ଫେରିଯାଉ ନିଜ ନିଜ ଘରକୁ । ଘରକୁ ଯେତେବେଳେ  ଆଲୋକ ଙ୍କ  ଫୋନ ଆସିବାକୁ ଲାଗିଲା ମା ମୋତେ ତାଗିଦ୍ କରିଥାଏ ଏ ସବୁ ନାଟକ ବନ୍ଦ କରିବାକୁ।ମୁଁ କିନ୍ତୁ ଜିଦ୍ କରିଥାଏ ବାହା ଯଦି ହେବି ଆଲୋକ ଙ୍କୁ ନହେଲେ ସାରାଜୀବନ ବାହା ହେବିନି । ବାପା ଖୁବ୍ broad-minded ତେଣୁ  ସେଥର  ଆଲୋକଙ୍କୁ  ନିଜେ ଘରକୁ ଡକାଇଲେ । ଆଲୋକ ଙ୍କ ସହ ଯିଏ ବି କଥା ହୁଏ ପ୍ରଥମ ଥର କେ  ତାଙ୍କର ହୋଇଯାଏ ଆଉ ବାପା ଓ  ମା  ବାଦ୍ ଯାଇଥାନ୍ତେ କିପରି।ଆଲୋକ ଙ୍କ କଥାବାର୍ତ୍ତା ଓ ବ୍ୟବହାର ରେ ସମସ୍ତେ ଖୁବ୍ ଖୁସି ହେଇଗଲେ ଘରେ । ଆଲୋକ ତାଙ୍କ joining letter ଧରି ଏକାଥରେ ଆସିଥାନ୍ତି ଆମ ଘରକୁ ,J N U ,Delhi ରେ  lectureship, ଆଜି ଟ୍ରେନ ରାତି ଦଶଟା ରେ କଟକ ରୁ । ତେଣୁ ଏପଟୁ ହିଁ ପଳେଇବି ଭାବି ଆପଣଙ୍କ ଡାକରା ରେ ଏତେ ଶୀଘ୍ର ଆସିଗଲି  ବୋଲି କହି ଚାଲିଗଲେ Delhi ।
              ବାହାଘର  ଦୁଇ ପରିବାରଙ୍କ ସମ୍ମତି ରେ ଖୁସି ରେ ହୁଏ ଓ ଆମେ ଦୁହେଁ କିଛିଦିନ ପରେ ଚାଲିଯାଉ Delhi । ଦିନ ଖୁବ୍ ଖୁସି ରେ ବିତିବାକୁ ଲାଗେ ଓ କୁନ୍ ମୁନ୍ ଆସେ ଆମ ଜୀବନ ରେ ଖୁସି କୁ ଦ୍ଵିଗୁଣିତ କରିବାକୁ । ଏଇ ମଧ୍ୟ ରେ  ଆଲୋକ ଧୀରେ ଧୀରେ ପ୍ରସିଦ୍ଧ ହେବାକୁ ଲାଗନ୍ତି  college ରେ ।କଣ୍ ହେଲା କେଜାଣି  ସବୁଦିନ ପରି ଆଲୋକ ଆସିଲା ପରେ ଆମେ ଚା ପିଉଥାଉ ଓ ଆଲୋକ ତାଙ୍କ ଇଚ୍ଛା ପୂର୍ବ ପରି ଫୁଣି କୁହନ୍ତି ଛୋଟ ଘର  ତମେ ଆଉ ମୁଁ ଇତ୍ୟାଦି ... ମୁଁ ସାପ ପରି ଫଁ କରି କହିଲି how stupid you are Alok,how selfish you are ? I also want to be a service holder I can't live in your dreamhouse am I a maid? My work is only to entertain you? Who am I ? I am also a degree holder ,my carrier is going to spoil । ଆଲୋକ  ସେଦିନ ଏ ସବୁ ଶୁଣି ସ୍ତବ୍ଧ ହେଇଯାଇଥିଲେ  । କହିଲେ ଦିପା ଏ ସବୁ discussion ତ ବାହାଘର ପୂର୍ବ ରୁ ହେଇଯାଇଥିଲା ଆଉ ତମେ ବି ରାଜି ଥିଲ ହଠାତ୍ କଣ୍ ହେଲା ଦିପା । ମୁଁ କିନ୍ତୁ ସେଦିନ ଯାହା ପାଟିକୁ ଆସିଲା କହିଦେଇ ଯାଇଥିଲି ତାଙ୍କୁ । ଆଲୋକ କିନ୍ତୁ ସେଦିନ ଠୁ ପୁରା ବଦଳି ଯାଇଥିଲେ । ମୋର କିପରି ଚାକିରି ହେବ  ତା ର ସମ୍ପୁର୍ଣ୍ଣ ବନ୍ଦୋବସ୍ତ କରିଦେଇଥିଲେ    J  N U ରେ ଓ ଆମର ଜୀବନ ର ବିଚ୍ଛେଦ ବୋଧ ହୁଏ ସେବୁଠୁ ଆରମ୍ଭ ହୋଇଯାଇ ଥିଲା । ମୁଁ ଖୁସି ଥିଲି ଯେ ମୁଁ ବି କିଛି କମ୍ ନୁହେଁ ବୋଲି । ଧୀରେ ଧୀରେ ଆମ ଭିତରେ ମନାନ୍ତର ମତାନ୍ତର ବଢ଼ିବାକୁ ଲାଗିଲା  ଘରେ cook ଓ ଝିଅ କୁ ରଖିବାକୁ ଧାଇ ଅଣାଗଲା । ସବୁଥର ପରି ଆଲୋକ ଶାନ୍ତି ର ମାର୍ଗ ରେ ଯାନ୍ତି ସବୁ ଠିକ୍ କରିବାକୁ କିନ୍ତୁ ମୁଁ କାହିଁକି ଏତେ arrogant ହେଇଯାଏ ଓ ଚାକିରି କରିଛି ବୋଲି ଗର୍ବ ରେ ଫାଟିପଡେ କେଜାଣି । କିଛି ବର୍ଷ ପରେ ତାଙ୍କର transfer ହୁଏ ଚେନ୍ନାଇ ଓ ଆମ ଭିତରେ ଦୂରତା ଖୁବ୍ ବଢ଼ି ବଢ଼ି ଚାଲେ । ଝିଅ କୁ boarding school ରେ ଛଡ଼ାଗଲା ମୋ ଜିଦ୍ଦି ପାଇଁ  । ଧୀରେ ଧୀରେ ଦେଖା ବି କମ୍ ହୁଏ ଆଲୋକ ଙ୍କ ସହିତ ମୋ ସାଙ୍ଗରେ କଳି ଝଗଡ଼ା କରିବେନି ବୋଲି ବେଶୀ ଅସନ୍ତିନାହିଁ ମଧ୍ୟ । ଏମିତି କି ଛୁଟି ରେ ବି ଖୁବ୍ କମ୍ ଦିନ ପାଇଁ ଘରକୁ ଯିବାକୁ ମୋର ଇଚ୍ଛା ଥାଏ । ବାପା ସେତେବେଳେ କେତେ ବୁଝାନ୍ତି ମୋତେ ଆଲୋକ ପରି ପିଲାକୁ କାହିଁକି ହରାଉଛୁ ଏଇ ଗର୍ବ ପଣିଆ ପାଇଁ।ମୁଁ କିନ୍ତୁ ଭାବେ ଆଲୋକ ସବୁଠି ଭଲେଇ ହେଇ ମୋତେ ଅପମାନିତ କରୁଛନ୍ତି । କିନ୍ତୁ ଆଲୋକ ଏ ସବୁ କଥା କେବେ ତାଙ୍କ ବାପା ବୋଉଙ୍କ ଆଗରେ କୁହନ୍ତି ନି କାଳେ ମୁଁ ସମସ୍ତଙ୍କ ପାଖରେ  ଖରାପ ହେଇଯିବି  ବୋଲି । ସେ weekend ରେ ଗରିବ ପିଲାଙ୍କୁ  ପଢାନ୍ତି ଓ ମୁଁ busy ରହିଥାଏ Kitty party ,shopping    ଆଉ outing ରେ। 

         ଏମିତି ଧିରେ ଧିରେ ଏଠୁ ସେଠାକୁ ବଦଳି ହେଇ ହେଇ retirement  ପାଖେଇ ଆସିଲା । ମୁଁ ନାରୀ ର ସ୍ଵାଧୀନତା ଓ ହକ୍ ର ଦ୍ୱାହି ଦେଇ କୁନ୍ ମୁନ୍ କୁ ସବୁବେଳେ  ପ୍ରବର୍ତ୍ତାଇ ଥାଏ । କିନ୍ତୁ ଝିଅ ଟା ବାପା ପରି ଜମା ଇଚ୍ଛା କରେନି  ଏ ସବୁ  ପାଇଁ । ମୋ ସହିତ ଯୁକ୍ତି କରେ ମାମା ତମେ କଣ୍ ପାଇଲା । ମୁଁ କଣ ପାଇଲି ନା ବାବା ମାମା ଙ୍କ ସ୍ନେହ ନା ଘରେ ରହିବା ର ଖୁସି । କେବଳ ତମ ପାଇଁ  ଆଜି ଆମର ଏ ଅବସ୍ଥା । ଆମେ ସମସ୍ତେ ଅଲଗା ଅଲଗା ଏକା ଏକା ନିଶ୍ୱ ଜୀବନ ଯାପନ କରୁଛେ । ଛୁଆ ମୁହଁ ରୁ ଏ ସବୁ ଶୁଣି ସ୍ଥାଣୁ ହେଇଗଲି ମୁଁ । ନିଜକୁ ଭାରି ଘୃଣା ଲାଗିଲା । ସାଙ୍ଗେ ସାଙ୍ଗେ ଫୋନ ଲଗେଇଲି ଆଲୋକ ଙ୍କୁ ,ଫୋନ କିନ୍ତୁ ଉଠାଇଲା ତାଙ୍କର ଏକ ଛାତ୍ର ସାର heartattack ରେ ହସ୍ପିଟାଲ୍ ରେ ଭର୍ତି ହେଇଛନ୍ତି ବୋଲି ଶୁଣି ଆମେ ତୁରନ୍ତ ଚେନ୍ନାଇ ପହଞ୍ଚିଲୁ । ଡାକ୍ତର କହିଲେ ଅତ୍ୟଧିକ  stress ରୁ ଏଇ ଅବସ୍ଥା ବୋଲି । Operation  ଚାଲିଚି  success  ହେବକି ନାହିଁ କହିବା କଷ୍ଟ ।          

            ମୁଁ  ହିଁ କେବଳ ଏ ସବୁ ପାଇଁ ଦାୟୀ  ଆଲୋକ .'... ଆଲୋକ ମୁଁ ଏବେ ଚାକିରି ଛାଡ଼ିଦେବି ଆମେ ପୁରୀ ରେ ଘର କରିବା ତମେ ଯାହା କହିବ ସବୁ ମାନିବି କହି ମୁଁ ଛାତି ବାଡେଇ କାନ୍ଦୁଥାଏ । ଆଲୋକ ମୋତେ ବହୁତ୍ ଭଲପାଆନ୍ତି ମୋତେ ନିଶ୍ଚୟ କ୍ଷମା କରିଦେବେ ,ଯେତେ କହିଲେ ବି ଆଉ ଆଲୋକ ଉଠିଲେ ନାହିଁ । ମୋ ଆଖି ଆଗରେ ମୋ ଅଲୋକ୍ ମୋର ସ୍ବପ୍ନ ମୋର ଆଶା ପୂର୍ଣ୍ଣ କରି କରି ଶେଷ ରେ ନିଜେ ବି ଚାଲିଗଲେ । ମୋ ନାମ ଦିପା ଓ ତାଙ୍କ ନାମ ଆଲୋକ ବୋଲି ସେ ମଜ୍ଜା ରେ  ସବୁବେଳେ କୁହନ୍ତି ତମେ ଆଉ ମିଶିଲେ ଲାଇଟ୍ ର ଆବଶ୍ୟକ ହେବନି କିନ୍ତୁ ଆଲୋକ ଆଜି ମୋ ପାଇଁ ତମେ ଜୀବନର ଆଲୋକ ଲିଭିଗଲା । 

       ଆଜି  ଝିଅ ବାହା ହେଇ ତା ସଂସାର ରେ ଆଉ ତାଙ୍କ ସ୍ମୃତି ରେ ପୁରୀ ସମୁଦ୍ରକୂଳ ରେ ଘର ଟିଏ କିଣିଛି । କିନ୍ତୁ ଏକା ଏକା ଖୁବ୍ ନିସହାୟ ଲାଗୁଛି  ଆଲୋକ । ସତ ରେ ହୁଏତ ତମ କଥା ମାନିଥିଲେ ଆଜି ଆମେ ଦୁହେଁ evening walk କରୁ ଥାନ୍ତେ ଆଉ ମିଶିକି ବାକି ଜୀବନ ଖୁସି ରେ ବିତେଇଥାନ୍ତେ ।
ଆଜି ତମ କଥା ଭାରି ମନେ ପଡୁଛି ଆଲୋକ । ଜୀବନ ର ବ୍ୟସ୍ତତା ଓ  ବେପରୁଆ  ମାନବୃତ୍ତି ଯୋଗୁଁ  ମୁଁ ତମପରି ଗୋଟେ ଭଲପାଉଥିବା ସ୍ବାମୀ କୁ ହରେଇଦେଇଛି ଏଥିପାଇଁ ତମକୁ  ଦୋଷ ଦେବିନି.. ମୁଁ ହିଁ ଦାୟୀ ଆଜି ର ଦୁଃଖ ଓ ନିସହାୟ ଜୀବନ ପାଇଁ।    ଆମ ଜୀବନ ର ନୂଆ ନୂଆ କଥା   ତମେ କହିଥିଲ ମୁଁ ତମକୁ ବହୁତ୍ ଭଲପାଏ ଦିପା ଆମେ ଦୁହେଁ ଗୋଟିଏ ଛୋଟ ଘର ବନେଇବା ପୁରୀ ରେ ,ପିଲାଦିନୁ ପୁରୀ ପ୍ରତି ଆଲୋକଙ୍କ ବହୁତ୍ ଭଲପାଇବା । ଏବଂ ସେଇ ଘର ର ଗୃହଲକ୍ଷ୍ମୀ ହେବ ତୁମେ । ମୁଁ ଜୀବନ କୁ ବଞ୍ଚିବାକୁ ଚାହେଁ ଦୀପା । ଏମିତି ସମସ୍ତଙ୍କ ପରି  ଚାକିରି ତାପରେ ଅବସରପ୍ରାପ୍ତ ର regular life ମୁଁ ବଞ୍ଚିବାକୁ ଚାହେଁ ନି । ଅଫିସ ରୁ ଆସିଲେ ବାଲକୋନୀ ରେ ମିଶିକି ଚା ପିଇବା ଓ ବହୁତ୍ ଗପିବା , evening walk ରେ ସମୁଦ୍ର କୂଳ କୁ  ଯିବା, ମୁଁ ତମକୁ ରୋଷେଇ ରେ ସାହାଯ୍ୟ କରିବି,ଆଉ weekend ରେ ଖୁବ୍ ବୁଲିବା ସେଦିନ ଆଉ ରୋଷେଇ ଫୋଷେଇ କିଛି ନାହିଁ ରେଷ୍ଟୁରାଣ୍ଟ ରେ ଖାଇବା ,ସିନେମା ଦେଖିବା ଆଦି... ଆଉ retirement ପରେ ତ ଆଉ ଅଫିସ୍ ଯିବାକୁ ପଡ଼ିବନି , ଛୁଆ ପିଲାଙ୍କୁ କୁ  ଠିକ୍ ଠାକ୍ ଥଇଥାନ  କରିଦେଲା  ପରେ ସମୟ ଆଉ ସମୟ । ତମେ କେତେ କଣ୍ planning ନକରି ଥିଲ ଆଲୋକ । ଆଉ ମୁଁ ବି ସବୁକଥା ରେ ରାଜି ହୋଇଯାଉଥି ଲି ।
                        କିନ୍ତୁ ମୋର ସେତେବେଳ ର ରାଗ ଓ ଡିଗ୍ରୀ  ଗର୍ବ ର ଚାପ  ଆଗରେ ତମ ସ୍ବପ୍ନ କେତେବେଳେ କୋଉଠି ଦବିଗଲା ତାହା ମୁଁ ଏବେ ଅନୁଭବ କରୁଛି।
 
          ଆଲୋକ ଆଉ ମୁଁ ଏକାଠି ବାଣୀବିହାର ରେ psychology ରେ  P .G. କରୁଥିଲୁ । ସେତେବେଳେ ଝିଅ ମାନେ ଏତେ ପାଠ କୋଉଠି ପଢ଼ୁଥିଲେ , graduation ସରିବା ପରେ ପରେ ପ୍ରାୟ ସମସ୍ତେ ବାହା ହେଇଯାଉଥିଲେ । ଖୁବ୍ କମ୍ ଝିଅ ଆଗକୁ ପଢ଼ୁଥିଲେ ଆଉ ସେମାନଙ୍କ ଭିତରେ ମୁଁ ଥିଲି ଜଣେ ଆଉ ମୋର ବି ଇଛା ଥିଲା ଏକ lecture  ହେବା ପାଇଁ  । ଆଲୋକ ଖୁବ୍  ଭଲ ଥିଲେ ପାଠ ରେ ଆଉ ପାଠ ଅନୁସାରେ ବି ସେ ସମସ୍ତଙ୍କ ମନ କଥା ଠିକ୍ ବୁଝିପାରୁଥିଲେ । ଆଲୋକ ସବୁ କ୍ଷେତ୍ର ରେ ଆଗୁଆ ଥିଲେ କଲେଜ ରେ । ଯେତେ ଚେଷ୍ଟା କଲେ  ବି ମୁଁ ଟପି ପାରେନି ଆଲୋକ ଙ୍କୁ, ସବୁବେଳେ ସେକେଣ୍ଡ ମୁଁ ଆଉ first ହୁଅନ୍ତି ଆଲୋକ ମୋତେ ତ ଭାରି ରାଗ ଆଉ ଈର୍ଷା ମାଡ଼େ କିନ୍ତୁ କଣ୍ ବା କରିପାରିବି ମୁଁ ସବୁଥର ହାରିଯାଏ। ଏମିତି ଗୋଟେ ବର୍ଷ ରାଗ ଋଷା ରେ ବିତିଗଲା ଏବଂ  ଆଲୋକ ଓ ମୋ ଭିତରେ କେତେବେଳେ ଏତେ ଭଲପାଇବା ଆସିଗଲା ତାହା ମୁଁ ଜାଣିପାରିଲି ନାହିଁ । ସତେ ଯେମିତି ଲାଗୁଥାଏ ଜୀବନ ରେ ସବୁକିଛି ମୁଁ ପାଇଯାଇଛି , university ର ସମସ୍ତ ଝିଅ ଯାହାକୁ ପସନ୍ଦ କରନ୍ତି ତାଙ୍କ ପସନ୍ଦ ଯେ ମୁଁ  ,ଓଃ how lucky I am ! ଏମିତି ଭିତରେ ଆମର ପାଠ ପଢା ସରେ ଓ ଆମେ ଫେରିଯାଉ ନିଜ ନିଜ ଘରକୁ । ଘରକୁ ଯେତେବେଳେ  ଆଲୋକ ଙ୍କ  ଫୋନ ଆସିବାକୁ ଲାଗିଲା ମା ମୋତେ ତାଗିଦ୍ କରିଥାଏ ଏ ସବୁ ନାଟକ ବନ୍ଦ କରିବାକୁ।ମୁଁ କିନ୍ତୁ ଜିଦ୍ କରିଥାଏ ବାହା ଯଦି ହେବି ଆଲୋକ ଙ୍କୁ ନହେଲେ ସାରାଜୀବନ ବାହା ହେବିନି । ବାପା ଖୁବ୍ broad-minded ତେଣୁ  ସେଥର  ଆଲୋକଙ୍କୁ  ନିଜେ ଘରକୁ ଡକାଇଲେ । ଆଲୋକ ଙ୍କ ସହ ଯିଏ ବି କଥା ହୁଏ ପ୍ରଥମ ଥର କେ  ତାଙ୍କର ହୋଇଯାଏ ଆଉ ବାପା ଓ  ମା  ବାଦ୍ ଯାଇଥାନ୍ତେ କିପରି।ଆଲୋକ ଙ୍କ କଥାବାର୍ତ୍ତା ଓ ବ୍ୟବହାର ରେ ସମସ୍ତେ ଖୁବ୍ ଖୁସି ହେଇଗଲେ ଘରେ । ଆଲୋକ ତାଙ୍କ joining letter ଧରି ଏକାଥରେ ଆସିଥାନ୍ତି ଆମ ଘରକୁ ,J N U ,Delhi ରେ  lectureship, ଆଜି ଟ୍ରେନ ରାତି ଦଶଟା ରେ କଟକ ରୁ । ତେଣୁ ଏପଟୁ ହିଁ ପଳେଇବି ଭାବି ଆପଣଙ୍କ ଡାକରା ରେ ଏତେ ଶୀଘ୍ର ଆସିଗଲି  ବୋଲି କହି ଚାଲିଗଲେ Delhi ।
              ବାହାଘର  ଦୁଇ ପରିବାରଙ୍କ ସମ୍ମତି ରେ ଖୁସି ରେ ହୁଏ ଓ ଆମେ ଦୁହେଁ କିଛିଦିନ ପରେ ଚାଲିଯାଉ Delhi । ଦିନ ଖୁବ୍ ଖୁସି ରେ ବିତିବାକୁ ଲାଗେ ଓ କୁନ୍ ମୁନ୍ ଆସେ ଆମ ଜୀବନ ରେ ଖୁସି କୁ ଦ୍ଵିଗୁଣିତ କରିବାକୁ । ଏଇ ମଧ୍ୟ ରେ  ଆଲୋକ ଧୀରେ ଧୀରେ ପ୍ରସିଦ୍ଧ ହେବାକୁ ଲାଗନ୍ତି  college ରେ ।କଣ୍ ହେଲା କେଜାଣି  ସବୁଦିନ ପରି ଆଲୋକ ଆସିଲା ପରେ ଆମେ ଚା ପିଉଥାଉ ଓ ଆଲୋକ ତାଙ୍କ ଇଚ୍ଛା ପୂର୍ବ ପରି ଫୁଣି କୁହନ୍ତି ଛୋଟ ଘର  ତମେ ଆଉ ମୁଁ ଇତ୍ୟାଦି ... ମୁଁ ସାପ ପରି ଫଁ କରି କହିଲି how stupid you are Alok,how selfish you are ? I also want to be a service holder I can't live in your dreamhouse am I a maid? My work is only to entertain you? Who am I ? I am also a degree holder ,my carrier is going to spoil । ଆଲୋକ  ସେଦିନ ଏ ସବୁ ଶୁଣି ସ୍ତବ୍ଧ ହେଇଯାଇଥିଲେ  । କହିଲେ ଦିପା ଏ ସବୁ discussion ତ ବାହାଘର ପୂର୍ବ ରୁ ହେଇଯାଇଥିଲା ଆଉ ତମେ ବି ରାଜି ଥିଲ ହଠାତ୍ କଣ୍ ହେଲା ଦିପା । ମୁଁ କିନ୍ତୁ ସେଦିନ ଯାହା ପାଟିକୁ ଆସିଲା କହିଦେଇ ଯାଇଥିଲି ତାଙ୍କୁ । ଆଲୋକ କିନ୍ତୁ ସେଦିନ ଠୁ ପୁରା ବଦଳି ଯାଇଥିଲେ । ମୋର କିପରି ଚାକିରି ହେବ  ତା ର ସମ୍ପୁର୍ଣ୍ଣ ବନ୍ଦୋବସ୍ତ କରିଦେଇଥିଲେ    J  N U ରେ ଓ ଆମର ଜୀବନ ର ବିଚ୍ଛେଦ ବୋଧ ହୁଏ ସେବୁଠୁ ଆରମ୍ଭ ହୋଇଯାଇ ଥିଲା । ମୁଁ ଖୁସି ଥିଲି ଯେ ମୁଁ ବି କିଛି କମ୍ ନୁହେଁ ବୋଲି । ଧୀରେ ଧୀରେ ଆମ ଭିତରେ ମନାନ୍ତର ମତାନ୍ତର ବଢ଼ିବାକୁ ଲାଗିଲା  ଘରେ cook ଓ ଝିଅ କୁ ରଖିବାକୁ ଧାଇ ଅଣାଗଲା । ସବୁଥର ପରି ଆଲୋକ ଶାନ୍ତି ର ମାର୍ଗ ରେ ଯାନ୍ତି ସବୁ ଠିକ୍ କରିବାକୁ କିନ୍ତୁ ମୁଁ କାହିଁକି ଏତେ arrogant ହେଇଯାଏ ଓ ଚାକିରି କରିଛି ବୋଲି ଗର୍ବ ରେ ଫାଟିପଡେ କେଜାଣି । କିଛି ବର୍ଷ ପରେ ତାଙ୍କର transfer ହୁଏ ଚେନ୍ନାଇ ଓ ଆମ ଭିତରେ ଦୂରତା ଖୁବ୍ ବଢ଼ି ବଢ଼ି ଚାଲେ । ଝିଅ କୁ boarding school ରେ ଛଡ଼ାଗଲା ମୋ ଜିଦ୍ଦି ପାଇଁ  । ଧୀରେ ଧୀରେ ଦେଖା ବି କମ୍ ହୁଏ ଆଲୋକ ଙ୍କ ସହିତ ମୋ ସାଙ୍ଗରେ କଳି ଝଗଡ଼ା କରିବେନି ବୋଲି ବେଶୀ ଅସନ୍ତିନାହିଁ ମଧ୍ୟ । ଏମିତି କି ଛୁଟି ରେ ବି ଖୁବ୍ କମ୍ ଦିନ ପାଇଁ ଘରକୁ ଯିବାକୁ ମୋର ଇଚ୍ଛା ଥାଏ । ବାପା ସେତେବେଳେ କେତେ ବୁଝାନ୍ତି ମୋତେ ଆଲୋକ ପରି ପିଲାକୁ କାହିଁକି ହରାଉଛୁ ଏଇ ଗର୍ବ ପଣିଆ ପାଇଁ।ମୁଁ କିନ୍ତୁ ଭାବେ ଆଲୋକ ସବୁଠି ଭଲେଇ ହେଇ ମୋତେ ଅପମାନିତ କରୁଛନ୍ତି । କିନ୍ତୁ ଆଲୋକ ଏ ସବୁ କଥା କେବେ ତାଙ୍କ ବାପା ବୋଉଙ୍କ ଆଗରେ କୁହନ୍ତି ନି କାଳେ ମୁଁ ସମସ୍ତଙ୍କ ପାଖରେ  ଖରାପ ହେଇଯିବି  ବୋଲି । ସେ weekend ରେ ଗରିବ ପିଲାଙ୍କୁ  ପଢାନ୍ତି ଓ ମୁଁ busy ରହିଥାଏ Kitty party ,shopping    ଆଉ outing ରେ। 

         ଏମିତି ଧିରେ ଧିରେ ଏଠୁ ସେଠାକୁ ବଦଳି ହେଇ ହେଇ retirement  ପାଖେଇ ଆସିଲା । ମୁଁ ନାରୀ ର ସ୍ଵାଧୀନତା ଓ ହକ୍ ର ଦ୍ୱାହି ଦେଇ କୁନ୍ ମୁନ୍ କୁ ସବୁବେଳେ  ପ୍ରବର୍ତ୍ତାଇ ଥାଏ । କିନ୍ତୁ ଝିଅ ଟା ବାପା ପରି ଜମା ଇଚ୍ଛା କରେନି  ଏ ସବୁ  ପାଇଁ । ମୋ ସହିତ ଯୁକ୍ତି କରେ ମାମା ତମେ କଣ୍ ପାଇଲା । ମୁଁ କଣ ପାଇଲି ନା ବାବା ମାମା ଙ୍କ ସ୍ନେହ ନା ଘରେ ରହିବା ର ଖୁସି । କେବଳ ତମ ପାଇଁ  ଆଜି ଆମର ଏ ଅବସ୍ଥା । ଆମେ ସମସ୍ତେ ଅଲଗା ଅଲଗା ଏକା ଏକା ନିଶ୍ୱ ଜୀବନ ଯାପନ କରୁଛେ । ଛୁଆ ମୁହଁ ରୁ ଏ ସବୁ ଶୁଣି ସ୍ଥାଣୁ ହେଇଗଲି ମୁଁ । ନିଜକୁ ଭାରି ଘୃଣା ଲାଗିଲା । ସାଙ୍ଗେ ସାଙ୍ଗେ ଫୋନ ଲଗେଇଲି ଆଲୋକ ଙ୍କୁ ,ଫୋନ କିନ୍ତୁ ଉଠାଇଲା ତାଙ୍କର ଏକ ଛାତ୍ର ସାର heartattack ରେ ହସ୍ପିଟାଲ୍ ରେ ଭର୍ତି ହେଇଛନ୍ତି ବୋଲି ଶୁଣି ଆମେ ତୁରନ୍ତ ଚେନ୍ନାଇ ପହଞ୍ଚିଲୁ । ଡାକ୍ତର କହିଲେ ଅତ୍ୟଧିକ  stress ରୁ ଏଇ ଅବସ୍ଥା ବୋଲି । Operation  ଚାଲିଚି  success  ହେବକି ନାହିଁ କହିବା କଷ୍ଟ ।          

            ମୁଁ  ହିଁ କେବଳ ଏ ସବୁ ପାଇଁ ଦାୟୀ  ଆଲୋକ .'... ଆଲୋକ ମୁଁ ଏବେ ଚାକିରି ଛାଡ଼ିଦେବି ଆମେ ପୁରୀ ରେ ଘର କରିବା ତମେ ଯାହା କହିବ ସବୁ ମାନିବି କହି ମୁଁ ଛାତି ବାଡେଇ କାନ୍ଦୁଥାଏ । ଆଲୋକ ମୋତେ ବହୁତ୍ ଭଲପାଆନ୍ତି ମୋତେ ନିଶ୍ଚୟ କ୍ଷମା କରିଦେବେ ,ଯେତେ କହିଲେ ବି ଆଉ ଆଲୋକ ଉଠିଲେ ନାହିଁ । ମୋ ଆଖି ଆଗରେ ମୋ ଅଲୋକ୍ ମୋର ସ୍ବପ୍ନ ମୋର ଆଶା ପୂର୍ଣ୍ଣ କରି କରି ଶେଷ ରେ ନିଜେ ବି ଚାଲିଗଲେ । ମୋ ନାମ ଦିପା ଓ ତାଙ୍କ ନାମ ଆଲୋକ ବୋଲି ସେ ମଜ୍ଜା ରେ  ସବୁବେଳେ କୁହନ୍ତି ତମେ ଆଉ ମିଶିଲେ ଲାଇଟ୍ ର ଆବଶ୍ୟକ ହେବନି କିନ୍ତୁ ଆଲୋକ ଆଜି ମୋ ପାଇଁ ତମେ ଜୀବନର ଆଲୋକ ଲିଭିଗଲା । 

       ଆଜି  ଝିଅ ବାହା ହେଇ ତା ସଂସାର ରେ ଆଉ ତାଙ୍କ ସ୍ମୃତି ରେ ପୁରୀ ସମୁଦ୍ରକୂଳ ରେ ଘର ଟିଏ କିଣିଛି । କିନ୍ତୁ ଏକା ଏକା ଖୁବ୍ ନିସହାୟ ଲାଗୁଛି  ଆଲୋକ । ସତ ରେ ହୁଏତ ତମ କଥା ମାନିଥିଲେ ଆଜି ଆମେ ଦୁହେଁ evening walk କରୁ ଥାନ୍ତେ ଆଉ ମିଶିକି ବାକି ଜୀବନ ଖୁସି ରେ ବିତେଇଥାନ୍ତେ ।

ସରିତା ମହାନ୍ତି
ପୁରୀ , ଓଡ଼ିଶା
୬୩୭୨୫୨୨୧୫୫

Post a Comment

0 Comments