ଗୁଟେ ଦୁକାନ୍ କେ ଗୃପ୍ ପାଟିର୍ ମାଏଝି ମାନେଁ ମୁବେଲ୍ ରିଚାର୍ଜ
କରି ଆଏସନ୍ ଆର୍ ସେନ ଦୁକାନ୍
ବାଲା ସାଙ୍ଗେ କେନ୍ତା କର୍ସନ୍ ଯେ
ଆସୁନ୍ ଯାନ୍ ମାଁ ।
ଗ୍ରାହାକ୍-ରିଚାର୍ଜ ଟେ କର୍ବାର୍ ଅଛେ
କରି ନେବ କାଏଁ ଗୋ ଜଲ୍ ଦି ।
ଦୁକାନି-ସିମ୍ କାଣାତୁମେଁ ଲଗେଇଛ
କହଗୋ ତୁମର୍ ନମ୍ବର୍ ମତେଯଲ୍ ଦି
ଗ୍ରାହାକ୍-କାଏଁକାଏଁ ସିମ୍ ଅଛେ ତୁମର୍
ପାଖେଁ କହ ମତେ ଗୁଟ୍ ଗୁଟ୍ କରିଁ ।
ଦୁକାନି-ସୁନ ସିନେ- ଏୟାର୍ ଟେଲ୍
ବୋଡାଫୋନ୍ ଇଆର୍ ସେଲ୍ ,
ଡକ୍ ମୋଁ,ରିଲେନ୍ ସ୍ ,ଆଇଡିଆ,
ବିଏସ୍ ଏନ୍ ଏଲ୍ ,ଜିଓ ,ଭି ଆଇ ,
ଆର୍ ଭି ଅଛେ କେତେଟେ ସିମ୍ ଯେ
କେନ୍ ଥିଁ ପକାମି କହ ?
ଗ୍ରାହାକ୍-କାଏଁକାଏଁଟା କହି ନେଲଜେ
ନେଇଁ ଢୁକ୍ ଲା ମୋର୍ ମୁଡ୍ କେ ,
କେତେ ପର୍ ସେଣ୍ଟ ଡିସ୍ କାଉଣ୍ଟ
ଦଉଛ ସୁନ୍ ମିଁ କହ ମତେ ?
ଦୁକାନି-କପ୍ ଡା ଉପ୍ ରେଁ ମିଲ୍ ସି
ହେଟାଗୋ ଭାଉଚର୍ ଉପ୍ ରେଁ ନେଇଁନ ,କେନ ଖବର୍ ପେଇ ଆଏଲ
ଇନ୍ କେ ମୁଡ୍ ମୋର୍ ନେଇଁଚାଟନ ।
ଗ୍ରାହାକ୍-ନେଇଁ ଠକ୍ ବାର୍ ତୁମ୍ କୁଁ
ମୁଇଁ ମେସେଜ୍ ଏଇଛେ ହେନ୍ ତା
ଯେତେ ବୁଝାଲେଁ ତୁମ୍ କୁଁ ଫେର୍ ଯେ
ନେଇଁ ବୁଝ ତୁମେ କେନ୍ ତା ।
ଦୁକାନି-ମାହା ମସ୍ କୁଲ୍ ଅ ଗୋ
ତୁମେଁ ,ନେଇଁ ପାରେ ମୁଇଁ ତୁମ୍ କୁଁ
ଅଲ୍ ଗା ଦୁକାନେଁ ଦେଖ୍ ବ ଜଅଗୋ
ନେଇଁ ଘାଁଟନ ଆର୍ ଆମ୍ କୁଁ ।
ଗ୍ରାହାକ୍-ଖୋ"ନେଇଁ ରହି ଯାଏ ତୁମର୍ ଅଟ୍ କେଁ ,ଯେହିଁ ହେଲେଁ
ମୁଇଁ ନୁର୍ ମିଁ ,ଇଜ୍ଜତ୍ ନେଲ ମୋର୍
ଏତ୍ କି ଲୁକେଁଯେ ,ଇଟା ମୁନୁଷ୍ କେ
ମୋର୍ କହେମିଁ ।
ଦୁକାନି-ଭଲର୍ କଥାକହୁଛେଁତୁମ୍ କୁଁ
ନେଇଁ ହ ଯହ କଲ୍ କଲ୍ ,
ବିନ୍ ଯାନି ସୁନି ଝପେଁଇ ହେଇ ତୁମେଁ
କେତେ ହଉଛ ମଲ୍ ମଲ୍ ।
ଗ୍ରାହାକ୍-ହଏତ"ତୁମେଁ ଖାଲି ବଢେ ହୁସିଆର୍ ଅ ମାଏଝି ଟୁକେଲ୍ ଆଏଁ
ବଲିଁ ଆମ୍ କୁଁ ହଲ୍ କା ଦେଖୁଛ ,ଖୋ
ଯାହା କହେଲୁ ସହେଲିଁ , ଛି "ରେ ମାଁ
କେହିଁ ତୋର୍ ନିକେ ମୁଇଁ ଆଏଲିଁ ।
ଦୁକାନି-ନେଇଁ ବୁଝି ସୁଝି କେନ୍ ତା
ଖାଲି ହଡ୍ ବଡ୍ ଉ ଥିସ ଗୋ ତୁମେଁ
ବୁଆ ଇ ମାଏଝି ଯାଏତ୍ ଟା ଏନ୍ ତା
ଆନ୍ ଯେନ୍ ଟା ବୁଝି ଥିବେ ସେଟାନ
ଟିକେ କଥାକେ ନିଜର୍ ଦିହିକେ ସଟ୍
କଲା ନେଇଁ ଯିବେ ଆର୍ ମୁହୁଁ ଟାକେ ଫୁଲାବେ ,ସବୁ କଥା ଭାବି ଚିନ୍ତିକରି
ଦୁକାନ୍ କେ ଆଏବ ଯିବ ଗୋ ।
ଏ ବୁଆରେ ଯିଏ କର୍ ବ ଏନ୍ ତା
ବେପାର୍ ,ବନେଁ ଥିଲେଁ ଭି ପଡ୍ ବ
ବେମାର୍ ,ଯୁହାର୍ ଗୋ ବୁଆ ବେପାର୍
ସରୋଜ କୁମାର ଆଚାର୍ଯ୳,
ବୁରୋମାଲ,ବିଜେପୁର,ବରଗଡ ।



0 Comments