ଫରକ୍
******
ମୁଁ ଆକାଶର ଉଡୁଥିବା ପକ୍ଷୀଟିଏ
ଆଉ ତୁମେ ଛୁଞ୍ଚୀପରି କଣ୍ଟାଟିଏ
ମୁଁ କ'ଣ ଦେଖି ପାରେ
ତୁମ ଦେହରେ ଥିବା ଛିଦ୍ରଟାକୁ ...।।
ମୁଁ ସୁନେଲି ଖରାଟିଏ
ଆଉ ତୁମେ ସ୍ବପ୍ନକୁ ତୋଳୁଥିବା ରାଜାଟିଏ
ମୁଁ କ'ଣ ଛୁଇଁପାରେ
ତୁମର ସେ ଭାଙ୍ଗିଥିବା ସ୍ବପ୍ନର ତାଜମହଲ କୁ.....।।
ମୁଁ ଅବୋଧ ଶିଶୁଟିଏ
ଆଉ ତୁମେ କିଶୋର ପ୍ରଜାପତି ଟିଏ
ମୁଁ କ'ଣ ବୁଝିପାରେ
ତୁମର ଏଫୁଲକୁ ସେଫୁଲ
ଉଡିବାର ରହସ୍ୟଟାକୁ....।।
ସୁଦିପା ସାହୁ
At/po/via- ବାସୁଦେବପୁର (basudevpur)
ଜିଲ୍ଲା - ଭଦ୍ରକ
******
ମୁଁ ଆକାଶର ଉଡୁଥିବା ପକ୍ଷୀଟିଏ
ଆଉ ତୁମେ ଛୁଞ୍ଚୀପରି କଣ୍ଟାଟିଏ
ମୁଁ କ'ଣ ଦେଖି ପାରେ
ତୁମ ଦେହରେ ଥିବା ଛିଦ୍ରଟାକୁ ...।।
ମୁଁ ସୁନେଲି ଖରାଟିଏ
ଆଉ ତୁମେ ସ୍ବପ୍ନକୁ ତୋଳୁଥିବା ରାଜାଟିଏ
ମୁଁ କ'ଣ ଛୁଇଁପାରେ
ତୁମର ସେ ଭାଙ୍ଗିଥିବା ସ୍ବପ୍ନର ତାଜମହଲ କୁ.....।।
ମୁଁ ଅବୋଧ ଶିଶୁଟିଏ
ଆଉ ତୁମେ କିଶୋର ପ୍ରଜାପତି ଟିଏ
ମୁଁ କ'ଣ ବୁଝିପାରେ
ତୁମର ଏଫୁଲକୁ ସେଫୁଲ
ଉଡିବାର ରହସ୍ୟଟାକୁ....।।
ସୁଦିପା ସାହୁ
At/po/via- ବାସୁଦେବପୁର (basudevpur)
ଜିଲ୍ଲା - ଭଦ୍ରକ




1 Comments
Bahut sundar kabita, dhnnybad kanhu bhai
ReplyDelete