ଜୟମା ସରସ୍ଵତୀ ବିଦ୍ୟା ଦାୟିନୀ
ପ୍ରଣାମ ଘେନ ମୋର
ଦିଅ ଆଶିଷ ଘେନ ପ୍ରଣତି ମୋର
ବିଦ୍ୟା ଦାୟିନୀ ବୋଲି ଜଗତେ ପରିଚିତ
ମାଆ ସରସ୍ଵତୀ ବିଦ୍ୟା ଭଣ୍ଡାର
ଖଡ଼ି ଛୁଆଁ ଦିନୁ ଛୁଆଟିର ମା ତୁମେ
ବିଦ୍ୟା ବୁଦ୍ଧି ଦେଇ କର ବଡ଼ ତୁମେ
ମାଆ ଲୋ ତୁ ରହୁ ସଭିଙ୍କ ହସ୍ତରେ
କଣ୍ଠେ ଟିର ବାସସ୍ଥାନ
ବାହନ ତୋ ହଂସ
ବିରାଜ କରୁ ମାଆ
ଜଗତରେ ପଢା ପିଲାଙ୍କର ମାଆ ତୁମେ
ଏକା ସାହା ଭରଷା ।।
ଜିଲ୍ଲା : ସୁନ୍ଦରଗଡ଼
8456090529




0 Comments