ଲୁହଧାର - ବୃନ୍ଦାବନ ପ୍ରଧାନ



ଭୁଲି ଯାଇଥିଲି ନିଜକୁ
ହରାଇ ଦେଇଥିଲି ମୋ ଅସ୍ତିତ୍ବ କୁ
ମୁଁ ନିଜକୁ ନିଜେ
ଅନେକ ପ୍ରଶ୍ନ କରୁଥାଏ
ମୁଁ କିଏ?
ମନେ ହେଉଥାଏ
ସେ ରୂପରେ କି
ସମ୍ୱୋହନ ଥିଲା
ମୁଁ ଜାଣିପାରୁନଥିଲି ନିଜକୁ
ହଜାଇ ଦେଉଥିଲି ମୋ
ମତିକୁ ।
ମୋର ତ ମତିଭ୍ରମ ନୁହେଁ
ତଥାପି ଖୋଲା ରଫ୍ ଖାତାରେ
ତା ନାଁ ଲେଖୁଥାଏ
ଥରକୁ ଥର
ଦେଖିବାର ବାସ୍ନା ଥିଲେ ବି
ପାରୁ ନଥିବାରୁ ଦେଖି
ହୁଏତ କତେବେଲୁ ଆଖୂରୁ
ଗଡିଯାଉଥିଲା ଲହୁର ଲୁହ ଧାର।


ବରଗଡ଼

9337828808

Post a Comment

0 Comments